Browsing Tag

bargarh news

ସରଲା ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ସରଲା ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ନରୋତ୍ତମ ତାଣ୍ଡିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବରଗଡ଼ ବ୍ଲକ ମଙ୍ଗଳ ଅଧିକାରୀ ରଶ୍ମିରେଖା ଦାଶ ମୁଖ୍ୟ ଅତିଥି, ବିଶିଷ୍ଟ
Read More...

କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଏସିଲାଟ ବ୍ଲକ ଅନ୍ତର୍ଗତ ସଂକ୍ରିପାଣି ଗାଁରେ କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌ ହୋଇଯାଇଛି‌ । ଏହି ଉତ୍ସବରେ‌ ଉକ୍ତ ଅଞ୍ଚଳର ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟର‌ ବିଶିଷ୍ଟ କଳାକାରମାନେ‌ ତାଙ୍କର କଳା ପରି‌ବେଷଣ
Read More...

ବରଗଡ଼ ଶିକ୍ଷା ବିଭାଗ ତରଫରୁ ୮ ଜଣିଆ ଦଳର ଦିଲ୍ଲୀ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ତରଫରୁ ୮ ଜଣିଆ ଦଳ ମଙ୍ଗଳବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଷ୍ଟାରସ ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରାଜ୍ୟର ବିଭିନ୍ନ ସ୍କୁଲ ପରିଦର୍ଶନ,
Read More...

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ସରକାରୀ ପ୍ରାଥମିକ ବିଦ୍ୟାଳୟ, କେନାଲପଡା, ଡାଙ୍ଗରେ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହ ପାଳନ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାଏକଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ
Read More...

ଶାନ୍ତି ତପୋବନ ଆଶ୍ରମରେ ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳିତ

ବରଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତି ତପୋବନ ଆଶ୍ରମଠାରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସିନୀଙ୍କ ଗହଣରେ ସାଧାରଣତନ୍ତ୍ର ଦିବସ ଓ ମା' ବିଦ୍ୟାଦୟିନୀ ସରସ୍ଵତୀଙ୍କ ପୂଜା ପାଳିତ ହୋଇଯାଇଛି । ଉକ୍ତ ଦିବସରେ ମୁଖ୍ୟ ଅତିଥିଭାବେ ସ୍ବେଚ୍ଛାସେବିକା ଶ୍ରୀମତୀ ଜାନକୀ ବିଶି ଯୋଗଦେଇ
Read More...

ବାସହୀନଙ୍କ ସହିତ ବଣଭୋଜି କଲେ ବଦାନ୍ୟ ବନ୍ଧୁ ସୁବ୍ରତ କୁମାର ବିର୍ତ୍ତିଆ

ବରଗଡ଼, (ନିରୋଜ କୁମାର ପାଣୀ) : ପବିତ୍ର ମାଘମାସ ପାଇଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉତ୍ସବ ମୁଖର । ବିଭିନ୍ନ ସ୍ଥାନରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । ଏହିସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ବସଷ୍ଟେସନ ରେଳଷ୍ଟେସନ ରାତ୍ର ଆଶ୍ରୟସ୍ଥଳୀରେ ଜୀବନ କାଟୁଥିବା ଲୋକଙ୍କ ସହିତ
Read More...

ଶ୍ରୀ ଶ୍ରୀ ନାଗେଶ୍ଵର ବାବାଙ୍କ ମନ୍ଦିର ପ୍ରତିଷ୍ଠା

ବରଗଡ, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନାଗେଶ୍ୱର ବାବାଙ୍କ ମନ୍ଦିର ପ୍ରତିଷ୍ଠା ତଥା ଦୁଇ ବୀରପୁତ୍ର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆଜି ନାଗେନପାଲି ଗ୍ରାମରେ ସଂକଳ୍ପ ପରିବାର ଓ ନାଗେନପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଅସହାସ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ଅସହାସ ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ଅଞ୍ଚଳର ବିଭିନ୍ନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ

ବରଗଡ଼, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଜିଲ୍ଲା ଶାଖା ତରଫରୁ ଉନବିଂଶତମ ଆଭାସୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ. ସୁବାସ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟର ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ଗବେଷକ ଡ.
Read More...

ଅତାବିରାରୁ ଆରମ୍ଭ ହେଲା ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରା

ବରଗଡ, (ନିରୋଜ କୁମାର ପାଣୀ) : ଆଜି ପ୍ରଦେଶ କଂଗ୍ରେସ କମିଟିର ଭାରତ ଯୋଡୋ ପଦଯାତ୍ରାର ଅସ୍ଥାୟୀ କ୍ୟାମ୍ପରୁ ସକାଳ ୧୦ ଘଣ୍ଟା ସମୟରେ ପଦଯାତ୍ରା ଆରମ୍ଭ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପଦଯାତ୍ରାରେ ସହସ୍ରାଧିକ ଲୋକ ଏହି
Read More...