Browsing Tag

bargarh news

ପାରିବାରିକ କଳହ : ଧର୍ମପତ୍ନୀ ଓ କନ୍ୟାକୁ ବିଷ ପିଆଇ ନିଜେ ପିଇଲେ, ୩ ଆରପାରିରେ

ବରଗଡ଼, (ଗୋପୀନାଥ ସାହୁ) : ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା । ବିଜେପୁର ବ୍ଲକ୍‌ ବେନିଆଚାଲ୍‌ ଗାଁର ରଥ ମହାନନ୍ଦ (୪୫) ଚାରୋଟି କନ୍ୟା ସନ୍ତାନର ପିତା । ତେବେ ବଡ଼ ଝିଅକୁ ବାହା ଦେଇ ସାରିଛନ୍ତି । ଶ୍ୱଶୁର ଘରେ ମନାନ୍ତର ଯୋଗୁଁ ଝିଅ ଆସି ବାପଘରେ ଥିଲା ।
Read More...

କପିଲଧାରରୁ ଦ୍ୱିତୀୟ ଶବ ଉଦ୍ଧାର

ବରଗଡ଼, (ଗୋପୀନାଥ ସାହୁ) : ଅସାବଧାନତାବଶତଃ ଗତ କାଲି କପିଲଧାରରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ କ୍ଷୀରୋଦ ସୋନୀଙ୍କ ମୃତ ଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ବିଜ କୁମାର ମହାକୁରଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି । ତେବେ
Read More...

ବରଗଡ଼ରେ କରୋନା ସଂକ୍ରମଣ ସ୍ଥିତି ସୁଧୁରୁନି : ଆଜି ପୁଣି ୫୬ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ରେ ମଧ୍ୟ କରେନା ସଂକ୍ରମଣ ସ୍ଥିତି ସୁଧୁରୁନି । ଆଜି ପୁଣି ୫୬ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୬ ଜଣଙ୍କ ମଧ୍ୟରୁ ବରଗଡ଼ ବ୍ଲକ - ୫ ଜଣ , ବରଗଡ଼ ଟାଉନ ୨୨ ଜଣ, ବିଜେପୁର ବ୍ଲକ - ୨, ବିଜେପୁର ଏନ୍‌ଏସି -୩ ଜଣ , ଅତାବିରା ଏନ୍‌ଏସି -୧ ଜଣ ,
Read More...

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ : ପୋଲିସ ଷ୍ଟେସନ ସାମ୍ନାରେ ଶବ ରଖି କ୍ଷତିପୂରଣ ଦାବୀ

ବରଗଡ଼, (ଗୋପୀନାଥ ସାହୁ) : ବିଦ୍ୟୁତ୍ ବିଭାଗକୁ କ୍ରମାଗତ ଭାବରେ ଅଭିଯୋଗ ପରେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳରେ ଥିବା ହାଇ ଭୋଲଟେଜ୍ ତାରଗୁଡ଼ିକ ଅତିକ୍ରମ କରୁଛି । ବିଭାଗ ଉପରୋକ୍ତ ଦିଗରେ କୌଣସି ପଦକ୍ଷେପ ନେଇ ନାହିଁ ବୋଲି ଅଭିଯୋଗ କରିବା ସହ କ୍ରୋଧିତ ଲୋକମାନେ ରାସ୍ତା ଅବରୋଧ କରିଥିଲେ
Read More...

କପିଳଧାର ପ୍ରପାତରେ ଅସାବଧାନତା କାରଣରୁ ଚାଲିଗଲା ଦୁଇ ଜୀବନ

ବରଗଡ଼, (ଗୋପୀନାଥ ସାହୁ) : ଘନଶ୍ୟାମ ମହାକୁଡ଼ ନାମକ ଜଣେ ଯୁବକ ପାଇକମାଲ ଥାନାକୁ ଆସି ଖବର ଦେଇଥିଲା ଯେ, ତାର ଦୁଇ ଜଣ ସାଙ୍ଗ ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ କପିଳଧାରରୁ ତଳକୁ ପଡି ଯାଇଛନ୍ତି । ଖବର ପାଇବା ପରେ ପାଇକମାଲଡିଏସ୍‌ପି ଦିନେଶ ନାୟକ, ଥାନା ଅଧିକାରୀ ବିଶ୍ୱଜିତ ମନବୋଧ,
Read More...

ଟଙ୍କାଏରେ ମିଳୁଛି ମାକ୍ସ

ବରଗଡ଼, (ଗୋପୀନାଥ ସାହୁ) : କରୋନା ମହାମାରୀ ଠାରୁ ସୁରକ୍ଷା ନିମନ୍ତେ ବରଗଡ ଜିଲ୍ଲାବାସୀଙ୍କ ପାଇଁ ମିଳୁଛି ଗୋଟିଏ ଟଙ୍କାରେ ମାସ୍କ । ବିଶ୍ବାସ ନହେଲେ ମଧ୍ୟ ସତ । ବରଗଡ଼ ସହରରେ ଗୋଟିଏ ଟଙ୍କାରେ ଗୋଟିଏ ମାସ୍କ ମିଳୁଛି । ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ ଅତ୍ୟନ୍ତ
Read More...

ବରଗଡ଼ରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିରରେ ନୂଆଁଖାଇ ଲଗ୍ନ ଧାର୍ୟ୍ୟ ହୋଇଛି । ଆସନ୍ତା ଅଗଷ୍ଟ ୨୨ ତାରିଖ ରାତ୍ରୀର ନିଶାର୍ଦ୍ଧ ପରେ ୨୩ ତାରିଖ ରବିବାର ସକାଳ ପୂର୍ବରୁ ଶୁନଶାନ ସମୟରେ ଦେବୀଙ୍କଠାରେ ନୂଆଁଖାଇ ଭୋଗ ଲାଗି ହେବ । ୨୩ ତାରିଖ ରବିବାର ଭାଦ୍ରବ
Read More...

ବରଗଡ଼ରୁ ଆଜି ୪୮ ଆକ୍ରାନ୍ତ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସିମେଣ୍ଟ ନଗରରୁ ୩, ବରଢେ଼ାଲରୁ ୧, ବୀରମାଲରୁ ୩, ଖଣ୍ଡତାରୁ ୧, କଟାପାଲିରୁ ୨, ଡାଙ୍ଗରୁ ୧, ଆଠଗାଁରୁ ୧, ବିକାଶ କପ୍ଲେକ୍ସ ବରାହଗୁଡ଼ାରୁ ୬, ସୁଧା କ୍ଲିନିକ ଖଜୁରଟିକ୍ରାରୁ ୧, ସହରର
Read More...

ସ୍ୱାଧୀନତା ଦିବସ ପାଳନରେ ହେବନି ଗହଳି : ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ସୂଚନା

ବରଗଡ଼, (ଗୋପୀନାଥ ସାହୁ) : ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ବରଗଡ଼ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ତଥା ପେରେଡ଼ କାର୍ଯ୍ୟକ୍ରମ ଜର୍ଜ ହାଇସ୍କୁଲ ପଡ଼ିଆରେ ସର୍ବସାଧାରଣଙ୍କ ବିନା ଗହଳିରେ ପାଳନ ହେବ । ସକାଳ ୯ ଘଂଟାରେ ମୁଖ୍ୟଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ବୋଲି
Read More...