Browsing Tag

bargarh news

କୋଭିଡ ପରିଚାଳନାରେ ଅବ୍ୟବସ୍ଥା ଅଭିଯୋଗରେ ଅନଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଆକ୍ରାନ୍ତଙ୍କ ସହ ମୃତକଙ୍କ ସଂଖ୍ୟା ବି ବଢି ଚାଲିଛି । ଜିଲ୍ଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ବରଗଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ
Read More...

ଟ୍ରାନ୍ସଫର୍ମର ଉପରୁ ଜଳନ୍ତା ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଭଟଲି ଦମକଳ ବାହିନୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭଟଲି ବ୍ଲକ ମୁରୁମକେଲ ଗ୍ରାମରୁ ଆଜି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସ୍ଥାନୀୟ ଏକ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଜୀବନ୍ତ ଅବସ୍ଥାରେ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଆଣି ନିଜର ମହାନତାର ପରିଚୟ ଦେଇଛନ୍ତି ।
Read More...

ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ତମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସରସରା ଗ୍ରାମରେ ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ ତମ ଜୟନ୍ତୀ କରୋନା କଟକଣା ପାଳନ ପୂର୍ବକ ପାଳିତ ହୋଇଯାଇଛି । ଏଥିରେ ଖଗେଶ୍ୱର ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସଭାରେ ପୂର୍ବତନ ସଦସ୍ୟ ସର୍ଗତ
Read More...

ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର

ବରଗଡ, (ନିରୋଜ କୁମାର ପାଣୀ) : ନନ୍ଦଳା, ପାରିକୁଦଗଡ଼, ପୁରୀ ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ମଇ ମାସ ୧୦ ତାରିଖ ସନ୍ଧ୍ୟା ୭ ଟାରେ ଅନୁଷ୍ଠିତ ହୋଇ ସାରିଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ ଅନ୍ତରାତ୍ମାରୁ ସାହିତ୍ୟର ସୃଷ୍ଟିକୁ
Read More...

ଜେଡିଏ, ଆରଓଏଲ ଏବଂ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : କରୋନା ମହାମାରୀର ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମୋବାଇଲ୍‌ ବ୍ଲଡ୍‌ କଲେକ୍ସନ୍‌ ଭନ୍‌ରେ ରକ୍ତଦାନ ଶିବିର କରାଯାଇଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଥିବା ବେଳେ ସମ୍ମାନିତ
Read More...

ବିଜେପୁର ସାତବନ୍ଧରେ ଅଭାବନୀୟ ଘଟଣା : ସ୍ତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ସ୍ୱାମୀଙ୍କ ଆତ୍ମହତ୍ୟା

ବରଗଡ, (ନିରୋଜ କୁମାର ପାଣୀ) : ଅର୍ଜୁନ ମେହେର, ବୟସ ପାଖାପାଖି ୭୦ବର୍ଷ । ତାଙ୍କ କରୋନା ପଜିଟିଭ ହୋଇଥିଲା ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ବର ହେଉଥିଲେ ବି ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିଲା । ଡାକ୍ତର ଉଭୟଙ୍କର ଚିକିତ୍ସା କଲା ପରେ ଅର୍ଜୁନଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବାରୁ ତାଙ୍କୁ ୧୦ଦିନ
Read More...

କରୋନା ମାଡ ସହ କୁଆପଥର ମାଡ : ଧାନଜମି ନଷ୍ଟ, ଚାଷୀ ଦେଲେ ମୁଣ୍ଡରେ ହାତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଲମ୍ବରୁପାଲି ଗ୍ରାମରେ ଆଜି ବହୁତ୍ ଜୋର୍ ବର୍ଷା ହେବା ସହିତ କୁଆପଥର ମାଡ ଯୋଗୁଁ ଚାଷୀଙ୍କ ସମସ୍ତ ଧାନ କ୍ଷେତ ନଷ୍ଟ ହୋଇଯାଇଛି । ଇଶ୍ୱର ପଧାନ, ରାମ ପ୍ରସାଦ ପାତ୍ର, ଶ୍ରୀମନ୍ତ ପଧାନ, ବ୍ରଜ ମୋହନ ଠାକୁର, ନନ୍ଦକୀଶୋର ସା,
Read More...

ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା, ଅଥଚ କାମ ଦେଉନି ବରଗଡ଼ ଜିଲ୍ଲାରେ

ବରଗଡ, (ନିରୋଜ କୁମାର ପାଣୀ) : କୋଭିଡ ଆକ୍ରାନ୍ତ ହୋଇଥିବା ବରପାଲି ବ୍ଲକ ବରିକେଲର ଜଣେ ବ୍ୟକ୍ତି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଗତ ୨୭ ଏପ୍ରିଲରେ ଭର୍ତି ହୋଇଥିଲେ ଓ ଗତ ୨୮ଏପ୍ରିଲେରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପାଖରେ ତାହାର ରିପୋର୍ଟ ନାହିଁ । ଆଜିକୁ ସପ୍ତାହେ
Read More...

ଆଜିଠୁ ବରଗଡ଼ ସହରରେ ଗଡିବ ସଂକଳ୍ପ ରଥ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନାର ଦ୍ବିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀକାଳୀନ ସମୟରେ ଲୋକଙ୍କୁ ଚିକତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ
Read More...

କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ଅଂଚଳରେ କୋଭିଡରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଶବଦାହ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରଣାଳୀ ଶେଷ ହୋଇଛି । ଆଜି ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଓ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲିର ସଦସ୍ୟମାନେ ଚାଷୀମାନଙ୍କ
Read More...