Browsing Tag

bargarh news

ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକ୍‌ଡାଉନ ପାଇଁ ଲୋକଙ୍କ କାମଧନ୍ଦା ପୁରା ବନ୍ଦ ହୋଇଯାଇଛି । ତେଣୁ ନିଷ୍ଠା ପରିବାର ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଗତକାଲି କୃଷକପଲ୍ଲୀ, ବରପାଲି ଓ ପାର୍ବତୀଗିରି
Read More...

ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ସାମ୍ବାଦିକ ସମ୍ମିଳନୀ : ଚାଷୀମାନଙ୍କଠୁ କୋଟି କୋଟି ଲୁଟୁଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ବରଗଡ଼ ସାମ୍ବାଦିକ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସରକାର ଚାଷୀ ମାନଙ୍କ ଧାନର ପ୍ରାୟ ୩୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପ୍ରତ୍ୟେକ ରବି ଓ ଖରିଫ ଋତୁରେ ମିଲ୍‌ ମାଲିକ
Read More...

କମେଡି କଳାକାର ଡୋଲୁଙ୍କର ଏକାଦଶାହ ସମ୍ପର୍ଣ୍ଣ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଖ୍ୟାତ କମେଡି କଳାକାର ଡୋଲୁଙ୍କର ୧୧ଦିନିଆ ଶୁଦ୍ଧି କ୍ରିୟା କାର୍ଯ୍ୟ ତାଙ୍କ ବାସଭବନରେ ସମ୍ପର୍ଣ୍ଣ ହୋଇଯାଛି । ଏଥିରେ ପଶ୍ଚିମ ଓଡ଼ିଶା କଳାକାର ସଂଘ ଏବଂ ବିଭିନ୍ନ କଳାକାର ମାନେ ଯୋଗ ଦେଇ ତାଙ୍କ ପରିବାରକୁ ସାନ୍ତ୍ଵନା ଦେଇଥିଲେ ।
Read More...

ବରଗଡ଼ ଜିଲ୍ଲାରେ ଆଜି ୨୫୩ ସଂକ୍ରମିତ ସୁସ୍ଥ ହେଲେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜି ସୁଦ୍ଧା ୨୮୫୯୭ ଜଣ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ଏ ପର୍ୟ୍ୟନ୍ତ ୨୬୮୨୬ ସୁସ୍ଥ ହୋଇଥିବା ବେଳେ ୨୭୧୯ ଜଣ ଘରେ ଓ ବିଭିନ୍ନ
Read More...

ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ବନ୍ଦପଡାଠାରେ ରହୁଥିବା ଗୌରଚରଣ ସାହୁ ଦୁଇ ଦିବ୍ୟାଙ୍ଗ ପୁଅ ଝିଅ ନେଇ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । ଅଜଣା ରୋଗରେ ଦୁଇ ପୁଅ ଝିଅ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ କରୁଛନ୍ତି । ଚିକିତ୍ସା ପାଇଁ ବଡ଼
Read More...

ସଂକଳ୍ପ ପରିବାରର ସଦସ୍ୟ ଆକାଶ ପଣ୍ଡାଙ୍କ ଜନ୍ମ ଦିନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାରରର ସକ୍ରିୟ ସଦସ୍ୟ ଆକାଶ ପଣ୍ଡାଙ୍କ ୨୫ତମ ଜନ୍ମ ଦିନ ଅବସରରେ ଆଜି ତାଙ୍କ ନିଜ ଗ୍ରାମ ଗର୍ଭନା ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ
Read More...

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନ ସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ୱିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ନିଷ୍ଠା ପରିବାର
Read More...

ସହାୟତାର ହାତ ବଢାଇଲେ ଡାକ୍ତର ଦମ୍ପତି

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଅସହାୟ ପରିବାର ଅମ୍ବିକା ସାହୁଙ୍କୁ ବରଗଡ଼ ସହରର ଜଣାଶୁଣା ଡାକ୍ତର ଦମ୍ପତି ସାଇକୃପା ପୋଲି କ୍ଲିନିକର ମାଲିକ ଡାକ୍ତର ସସ୍ମିତା ଦାସ ଓ ଡାକ୍ତର ରାଜେଶ ତ୍ରିପାଠି ବଢାଇଲେ ସହାୟତାର ହାତ । ବିଭିନ୍ନ ଖବରକାଗଜ ଯଥା ଟିଭି
Read More...

ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନସଚେତନତା

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ବିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ ଦ୍ବିତୀୟ ପର୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ
Read More...

କରୋନା ପ୍ରଭାବିତ ୩୦ ବର୍ଷର ଦିବ୍ୟାଙ୍ଗଙ୍କ ଶବ ସତ୍କାର କଲେ ବିଜେପି ନେତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମର କରୋନା ପ୍ରଭାବିତ ଜଣେ ୩୦ ବର୍ଷିୟ ଦିବ୍ୟାଙ୍ଗ ରମେଶ ଦିକ୍ଷିତଙ୍କ ଅନ୍ତିମ ସଂସ୍କାର କଲେ ବିଜେପି ନେତା । ପାଇକମାଲ ଗ୍ରାମର ଶ୍ରୀ ବିଜୟ ଦିକ୍ଷିତଙ୍କ ୩୦ ବର୍ଷିୟ ଏକ ଦିବ୍ୟାଙ୍ଗ ପୁଅ ରମେଶ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ
Read More...