Browsing Tag

bargarh news

ଚକ୍ଷୁ ବିଭାଗ ଟେକ୍‌ନିସିଆନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୧.୨୫ କୋଟି ଟଙ୍କାର ସମ୍ପତ୍ତି ଠାବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁ ବିଭାଗ ଟେକ୍‌ନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୨୫ କୋଟି ଟଙ୍କାର ସ୍ଥାବର ଅବସ୍ଥାର
Read More...

ସାଧାରଣ ଭକ୍ତଙ୍କ ପାଇଁ ଆସନ୍ତା କାଲିଠାରୁ ଖୋଲିବ ମନ୍ଦିର, ମସଜିଦ, ଚର୍ଚ୍ଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆସନ୍ତା କାଲିଠାରୁ ବରଗଡ଼ ଜିଲ୍ଲାରେ କୋଭିଡ ଗାଇଡ ଲାଇନ ପାଳନରେ ସାଧାରଣ ଭକ୍ତଙ୍କ ପୂଜା ଆରାଧନା ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଖୋଲିବ । ବରଗଡ଼ ଜିଲ୍ଲାପାଳଙ୍କ ଚିଠିସଂଖ୍ୟାNO-VI-20/2021-7084 Emg.Dated04-08-2021 ଅନୁଯାୟୀ କୋଭିଡ ଗାଇଡ
Read More...

ଭିଜିଲାନ୍ସ ଜାଲରେ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ତେବେ ଏକା ସଙ୍ଗେ ମାରୁତି ନଗର ସ୍ଥିତ ଘରେ ଏବଂ ପଦ୍ମପୁର ଟାଲ ଗାଁରେ ପୈତୃକ ବାସଭବନ ଚଢ଼ାଉ
Read More...

ସ୍ନେହଲତା ପାତ୍ରଙ୍କ ଦେହାନ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅମ୍ବାଭନା ବ୍ଳକ ଦୁର୍ଗମ ରାମଖୋଲ ଗ୍ରାମରେ ଉଜୁଜା ଜଙ୍ଗଳକୁ ସଜାଡ଼ିବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରକୃତିବନ୍ଧୁ ଭୈରବ ପାତ୍ରଙ୍କ ଧର୍ମପତ୍ନୀ ସ୍ନେହଲତା ପାତ୍ରଙ୍କ ଦେହାନ୍ତ ଆଜି ପୂର୍ବାହ୍ନ ୧୦ଟାରେ ତାଙ୍କ ରାମଖୋଲସ୍ଥିତ ବାସଭବନରେ ହୋଇଛି । ସେ ଦୀର୍ଘ
Read More...

ଜଳଛତ୍ରରେ ଅଢେଇ ମାସ ତୃଷାର୍ତ୍ତଙ୍କ ତୃଷା ମେଣ୍ଟାଇ ପାଉଣା ପାଇଁ ହେଲେ ହଟହଟା

ବରଗଡ଼, (ନିରୋଜ କୁମାର ପାଣୀ) : ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାସମାସ କାମକରି ମଧ୍ୟ ପାଉଣା ନପାଇ ଶେଷରେ ନିରାଶ ହୋଇ ଶ୍ରମିକ ମାନେ ନିଜ ଘରକୁ ଫେରିଥାନ୍ତି, ମାତ୍ର ସେହି ଶ୍ରମିକ ନିଜ ମାଟିରେ ନିଜ ଲୋକଙ୍କ ଦ୍ଵାରା ଯଦି ଏପରି ଶୋଷିତ ହୁଏ ତେବେ ତା'ଠାରୁ ଆଉ ଦୁର୍ଭାଗ୍ୟ ବା କଣ
Read More...

ତାଲପାଲି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୃହ ଓ ପାଠାଗାର ଉନ୍ମୋଚନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ନବ ନିର୍ମିତ ନିର୍ବାହୀ ଅଧିକାରୀ କୋଠା ଓ ପାଠାଗାର ଗାଇସିଲାଟ ବ୍ଲକ ବିଡିଓ ନିରଂଜନ ସା'ଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ତାଲପାଲି ସରପଞ୍ଚ ସୁଶାନ୍ତ
Read More...

ମୁଖ୍ୟମନ୍ତ୍ରୀ ଓ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତିରେ ସାମିଲ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ପଦରୁ
Read More...

ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ପ୍ରତିଷ୍ଠିତ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦକୁ
Read More...

ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ବରଗଡ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଯୁବ
Read More...

ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ - ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣକରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରାଛକଠାରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏଠାରେ
Read More...