Browsing Tag

bargarh news

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଟିଏଲ୍ଏମ୍ ମେଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଟିଏଲ୍ଏମ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଅନୁଷ୍ଠାନର ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ତିଆରି ହେଇଥିବା ବିଭିନ୍ନ ପ୍ରକାରର ଟିଏଲଏମ୍ ଗୁଡିକୁ ଅନୁଷ୍ଠାନର
Read More...

ରଜା ମହଲ ଏବଂ ଶ୍ରୀ କୃଷ୍ଣ ସୋହେଲା ଭବନର ଶିଳାନ୍ୟାସ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସୋହେଲା ବ୍ଲକ ମହକୁମାରେ ଆଜି କଲ୍ୟାଣ ମଣ୍ଡପ (ରଜା ମହଲ) ଏବଂ ଶ୍ରୀ କୃଷ୍ଣ ସୋହେଲା ଭବନର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଶିଳାନ୍ୟାସ ସହ
Read More...

ଶାନ୍ତି ତପୋବନ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସଂଯୁକ୍ତ ଯୁବ ସଂଗଠନ, ବରଗଡ଼ ଆନୁକୂଲ୍ୟରେ ଆଜି ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ଠାରେ ସୁରମ୍ୟ ପରିବେଶରେ ଦଶମ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାଆଡମ୍ବରେ ପାଳିତ ହୋଇଯାଇଛି । ବରିଷ୍ଠ ସମାଜସେବୀ ମୂଳଜୀ ପ୍ରଧାନ ପ୍ରଦୀପ ପ୍ରଜ୍ଵଳନ କରି
Read More...

ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗରେ ୨ ଗିରଫ

ବରଗଡ଼, (ସତ୍ୟନାରାଣେ ପ୍ରଧାନ) : ଗତ ୨୮ ତାରିଖ ରାତିରେ ଅତାବିରାର ଜନୈକ ଯୁବକଙ୍କ ଅମ୍ବାପାଲି ବଞ୍ଜାରି ନାଳା ନିକଟ ଏକ ପଡ଼ିଆରେ ଗଳାକାଟି ହତ୍ୟା କରାଯାଇଥିଲା । ଟାଉନ ଥାନା ପୋଲିସ ତତ୍ପରତା ସହ ଘଟଣାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ୨ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ
Read More...

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ମାମଲା : ତଦନ୍ତ ପାଇଁ ପହଁଞ୍ଚିଲେ ଏଚ୍‌ଆର୍‌ପିସି ସଦସ୍ୟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ନିକଟସ୍ଥ ତୋରା ଗ୍ରାମ ପଞ୍ଚାୟତ ତଳିପଡାର ଜନୈକ ଯୁବକ ଗୋବିନ୍ଦ କୁମ୍ଭାର ଟାଉନ ଥାନା ପୋଲିସ ହେପାଜତରେ ଥିବାବେଳେ ଗତ ସେପ୍ଟେମ୍ବର ୨୫ ତାରିଖରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ବରଗଡ଼ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ
Read More...

ସରସରା ରାସ୍ତା ସଫେଇ କାମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମର ମୁଖ୍ୟ ରାସ୍ତା ବରଗଡ଼, ବଲାଙ୍ଗିର ଜାତୀୟ ରାଜ ପଥକୁ ସଂଯୋଗ କରୁଥିବା ରାସ୍ତାର ସଫେଇ କାମ ଆଜି ସରସରା ଗ୍ରାମର ଉତ୍ସାହୀ ଯୁବକ ଆଶିଷ ମିଶ୍ରଙ୍କ ତତ୍ୱାବଧାନରେ ସଫେଇ କାମ ହୋଇଯାଇଛି । ଦୀର୍ଘ ଦିନ ଧରି ଏହି ରାସ୍ତା
Read More...

ଗାଇସିଲେଟର ସରଗମଲ୍ଲି ଅନୁଷ୍ଠାନକୁ ମିଳିଲା ମୁଖ୍ୟମନ୍ତ୍ରୀ ଟ୍ରଫି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ
Read More...

ମା’ ଉମା ମାହେଶ୍ୱରୀଙ୍କ ପୀଠରେ ଶାରଦୀୟ ଷୋହଳ ପୂଜା ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ଗ୍ରାମ ସ୍ଥିତ ମା' ଉମା ମାହେଶ୍ୱରୀଙ୍କ ଷୋହଳ ପୂଜା ଆରମ୍ଭ ହୋଯାଇଛି । ଆବାହମାନ କାଳରୁ ମା'ଙ୍କ ରୀତିନୀତି ଅନୁସାରେ ମୂଳାଷ୍ଟମୀ ତିଥିରୁ ମା'ଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । ଏହି
Read More...

ଅତାବିରା ଏବିଭିପି ନଗର ପ୍ରଭାରୀ ମନୋନୟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଏନ୍ଏସି ଏବିଭିପି ନଗର ଶାଖା ତରଫରୁ ନଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଅଚ୍ୟୁତ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଏବିଭିପି ଓଡ଼ିଶା ରାଜ୍ୟ ସହସମ୍ପାଦିକା ଯାଜ୍ଞସେନି ମହାପାତ୍ର,
Read More...

ଧର୍ମପରାୟଣା ମହିଳାଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ଭଟଲି ନିର୍ବାଚନ ମଣ୍ଡଳୀ ଭଟଲି ବ୍ଳକ ଜଡାମୁଣ୍ଡା ଗ୍ରାମର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ଶଶୀଭୂଷଣ ନାୟକ ମାତାଙ୍କ ଦ୍ୱାଦଶାହରେ ବରଗଡ ଜିଲ୍ଲା ଉପସଭାପତି ସୁଶାନ୍ତ ମିଶ୍ର ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍‌ଗତି ପାଇଁ ଭଗବାନଙ୍କ
Read More...