Browsing Tag

bargarh news

ଜିଲ୍ଲା କବାଡି ଦଳ ଚୟନ ଅନୁଷ୍ଠିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସୁନ୍ଦରଗଡ଼ଠାରେ ହେବାକୁ ଥିବା ରାଜ୍ୟ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ବରଗଡ ଜିଲ୍ଲା ପୁରୁଷ, ବାଳକ ଦଳର ଆଜି ଚୟନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି ପ୍ରକ୍ରିୟାରେ
Read More...

ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀ ପ୍ରକାଶ ପର୍ବ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଗୁରୁ ଦ୍ଵାରାଠାରେ ଶିଖ୍ ଧର୍ମର ସଂସ୍ଥାପକ ତଥା ପ୍ରଥମ ଗୁରୁ ନାନକ ଦେବଙ୍କ ୩୫୨ତମ ଜନ୍ମ ଜୟନ୍ତୀ ଉତ୍ସବ ପ୍ରକାଶ ପର୍ବ ପାଳିତ ହୋଇଯାିଛି । ଏହି ଅବସରରେ ଦିନ ତମାମ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ବରଗଡ଼
Read More...

କଳା କୃଷି ଆଇନ ପ୍ରତ୍ୟାହାର ପରେ ବରଗଡ଼ରେ ଆପ୍ ପକ୍ଷରୁ ବିଜୟ ଉତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ବିରୋଧରେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ମିଳିଛି ବଡ଼ ସଫଳତା । ଆଜି ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀ ଓ ପ୍ରକାଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଏହି ଖବର ଆସିବା ପରେ
Read More...

ଶବଦାହ ପାଇଁ କାଠ ନଥିବାରୁ ମୃତଦେହ ରଖି ଡିଏଫ୍‌ଓ ଅଫିସ୍‌ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି । ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି । ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ ।
Read More...

ଯୁବ ନେତା ସ୍ୱର୍ଗତ ପରୀକ୍ଷିତ ଛତରଙ୍କ ବିୟୋଗରେ ବିଜେପି ବରଗଡ଼ ଜିଲ୍ଲା ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱର୍ଗତ ପରୀକ୍ଷିତ ଛତରଙ୍କ ବିୟୋଗରେ ଆଜି ବିଜେପି ବରଗଡ ଜିଲ୍ଲା ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଳା ସଭାପତି ଅଶ୍ୱିନୀ
Read More...

ଭୀମ ଆର୍ମି ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ । ପୋଲିସ କେସ ମଧ୍ୟ ରୁଜୁ କରୁନାହିଁ । ମୃତ ଗୋବିନ୍ଦ କୁମ୍ଭାରର ପରିବାରକୁ କେବେ ନ୍ୟାୟ ମିଳିବ । ଏହାର ପ୍ରତିବାଦରେ ଆଜି ଭୀମ ଆର୍ମି ପକ୍ଷରୁ ଏସ୍‌ପି
Read More...

ସର୍ବଭାରତୀୟ ଗବେଷଣାତ୍ମକ ନିବନ୍ଧରେ ବରଗଡ଼ ଛାତ୍ରଙ୍କ କୃତିତ୍ୱ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ କୋଭିଡ ନିୟନ୍ତ୍ରଣରେ ପ୍ଲାଜ୍ମା ଓ ଲେଜର୍‌ର ପ୍ରୟୋଗ ଶୀର୍ଷକ ଗବେଷଣାତ୍ମକ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସପ୍ସସ୍ଥାନ (ନାଇଜର)ରେ ଅଧ୍ୟୟନରତ
Read More...

ବରଗଡ଼ ମ୍ୟୁନିସିପାଲିଟିର ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ଭାଜପାର ଦାବୀପତ୍ର ପ୍ରଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମାନ୍ୟତା ପାଇବା ପରେ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି ଓ ଭୋଟରଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢ଼ିଛି । ହେଲେ ୱାର୍ଡ ସଂଖ୍ୟା ବୃଦ୍ଧି ହୋଇନାହିଁ । ଭୋଟର ଓ ଲୋକ ସଂଖ୍ୟା ଦୃଷ୍ଟିରୁ ୧୯ଟି ୱାର୍ଡରୁ ୩୦ଟି ହେବା ଦରକାର ବୋଲି
Read More...

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରେସ୍ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୬ ନଭେମ୍ବର ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆୟୋଜିତ ହୋଇଯାଇଛି । ମହାମାରୀରେ ଗଣ ମାଧ୍ୟମ : ଏକ ନୂତନ ଆହ୍ବାନ' ଶିର୍ଷକ ଆଲୋଚନା ଚକ୍ରରେ
Read More...

ନିନ୍ଦାକୁ ଖାତିର ନ କରି ଅଗ୍ରସର ହୁଅ : ଆଦିତ୍ୟ ବୋଷ

ଇମ୍ପରିୟଲ କଲେଜରେ ପ୍ରବେଶ ଉତ୍ସବ ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜୀବନରେ ନିନ୍ଦାକୁ ଖାତିର ନ କରି ସକରାତ୍ମକ ମନୋଭାବ ସହ ଆଗେଇଲେ ସଫଳତା ମିଳିବ ବୋଲି ପ୍ରୋବନୋ ସଂସ୍ଥାପକ ତଥା କୋନ ବନେଗା କରୋଡ ପତିର ବିଜେତା ଆଦିତ୍ୟ ବୋଷ ଉପଦେଶ ଦେଇଛନ୍ତି । ଇମ୍ପରିୟଲ କଲେଜର ଚାଣକ୍ୟ ହଲଠାରେ
Read More...