ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ : ୭୮.୪୩% ମତଦାନ, ୮ ଜଣ ତୃତୀୟ ଲିଙ୍ଗୀଙ୍କ ଭୋଟଦାନ
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଏକ ମାସ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ (୫ମ) ଭୋଟ ଗ୍ରହଣ ଆଜି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ୨୭ଟି ଗ୍ରାମ ପଞ୍ଚାୟତରେ ଶେଷ ହୋଇଛି । ସାମାନ୍ୟ ଗଣ୍ଡଗୋଳକୁ ଛାଡିଦେଲେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ!-->…
Read More...
Read More...