Browsing Tag

bargarh news

୫ମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଚାର ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଗତକାଲି ସଂଧ୍ୟାରୁ ପ୍ରଚାର ଶେଷ ହୋଇଛି । ଜିଲ୍ଲାର ସଦର ବରଗଡ଼ ବ୍ଲକ ପାଇଁ ଆସନ୍ତା ୨୪ ତାରିଖ ଦିନ ଭୋଟ ଗ୍ରହଣ ହେବ । ଆସନ୍ତା କାଲି ସକାଳୁ ପୁଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିବେ ।
Read More...

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ : ସୋହେଲା ବ୍ଲକରେ ୮୪.୭୮ ପ୍ରତିଶତ ଭୋଟଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ଭୋଟ ଗ୍ରହଣରେ ୮୪.୭୮ ଶତକଡା ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲାର କେବଳ ସୋହେଲା ବ୍ଲକ ପାଇଁ ଭୋଟ ଗ୍ରହଣ ହୋଇଥିଲା । ୨୭
Read More...

୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୨ ଗୁରୁତର

ବରଗଡ, (ନିରୋଜ କୁମାର ପାଣି) : ସେହେଲା ବ୍ଲକ ପଣ୍ଡକିପାଲି ଗାଁରେ ନିର୍ବାଚନୀ ହିଂସା ଯୋଗୁଁ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବରଗଡ଼ ସେହେଲା ବ୍ଲକ ପଣ୍ଡକିପାଲି ଗାଁରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା
Read More...

୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ, ପୁଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଜିଲ୍ଲାର କେବଳ ସୋହେଲା ବ୍ଲକର ୨୭ଟି ପଞ୍ଚାୟତରେ ଅନୁଷ୍ଠିତ ହେବ । ଏଥିପାଇଁ ୩୮୬ଟି ବୁଥରେ ପୁଲିଂ ପାର୍ଟି ପହଞ୍ଚି ସାରିଲେଣି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ
Read More...

ବସନ୍ତ ଉତ୍ସବ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର (ହିନ୍ଦୀ ବିଭାଗ) ପରିସର ମଧ୍ୟରେ ବସନ୍ତ ଉତ୍ସବ- ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଆ ସାହିତ୍ୟରେ ବସନ୍ତ ବର୍ଣ୍ଣନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଏକ ସ୍ୱରଚିତ କବିତା ପାଠୋତ୍ସବ ମଧ୍ୟ ଆୟୋଜିତ
Read More...

ହତ୍ୟାକାରୀକୁ ଗିରଫ ଦାବୀରେ ଟାଉନ ଥାନା ଘେରାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ନଦୀପଡ଼ାର କହ୍ନେଇ ସାହୁ ଓ ଅନ୍ୟ ଦୁଇ ଜଣଙ୍କ ସହ କୌଣସି କାରଣରୁ ବଚସା ଓ ହାତାହାତି ହେବା ପରେ କହ୍ନେଇଙ୍କୁ ଅନ୍ୟ ଦୁଇ ଜଣ ତଣ୍ଟି କିଟି ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଲୋକେ ମୁମୁର୍ଷୁ ଅବସ୍ଥାରେ କହ୍ନେଇଙ୍କୁ
Read More...

ବରଗଡ଼ ଜିଲ୍ଲାରେ ୩ୟ ପର୍ଯ୍ୟାୟ ନିର୍ବାଚନରେ ୮୨.୬୩% ମତଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଆଜି ତୃତୀୟ ପର୍ୟ୍ୟାୟରେ ୮୨.୬୩ ପ୍ରତିଶତ ଭୋଟଦାନ ହୋଇଛି । ୩ୟ ପର୍ୟ୍ୟାୟ ରେ ବରପାଲି, ବିଜେପୁର ଓ ଭେଡେନ ବ୍ଲକରେ ଭୋଟ ଗ୍ରହଣ ହୋଇଥିଲା । ୬୬ଟି ପଞ୍ଚାୟତ ର ୮୭୭ଟି ଭୋଟ ଗ୍ରହଣ କେନ୍ଦ୍ରରେ ଏହି ମତଦାନ ହୋଇଥିବା ବେଳେ ୧୮୧୭
Read More...

ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ସ୍ୱର୍ଗୀୟ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଭଗବାନ ମିଶ୍ର ସ୍ମୃତି ସମିତି ଦ୍ବାରା ସଭାପତି ସରଦାର ପ୍ରୀତମ ସିଂଙ୍କ ସଭାପତିତ୍ୱରେ ଶିକ୍ଷାବିତ୍‌ ତଥା ସମାଜ ସଂସ୍କାରକ ଭଗବାନ ମିଶ୍ରଙ୍କ ୮୬ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଏହି ସଭାରେ ସମିତିର ଅଧ୍ୟକ୍ଷ ପ୍ରଫେସର
Read More...

ହାତୀର ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଅଲେଖପୁର ଗ୍ରାମର ବିଲରୁ ବନବିଭାଗ ଏକ ବଣୁଆ ହାତୀର ମୃତଦେହ ଉଦ୍ଧାର କରିତିବା ଜଣାପଡିଛି । ସୂଚନା ଅନୁସାରେ ଡ୍ରେବିରଗଡ଼ ଅଭୟାରଣ୍ୟ ଜଙ୍ଗଲରୁ ଗତ ରାତି ଖାଇବା ପାଇଁ ଅଲେଖପୁର ଗାଁକୁ ଚାଲିଆସିଥିଲା । କିନ୍ତୁ
Read More...

ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଶାସନ ପ୍ରସ୍ତୁତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ପୋଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଲେଣି । ଜିଲ୍ଲା ପୋଲିସ ପକ୍ଷରୁ ୧୩୧ ସପ୍ସବେଦନ ବୁଥ ଗୁଡିକରେ
Read More...