Browsing Tag

balangir news

ଟାଉନ୍ ବାଳିକା ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି
Read More...

ଡିସେମ୍ବର ୩୧ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ ଦେଷଣ୍ଢରେ ଚାନ୍ଦଲି ମହୋତ୍ସବ : ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢଠାରେ ପ୍ରସିଦ୍ଧ ଚାନ୍ଦଲି ପର୍ଯ୍ୟଟନସ୍ଥଳୀରେ ଆସନ୍ତା ଡିସେମ୍ବର ୩୧ ତାରିଖରୁ ୪ଦିନ ଧରି ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ୯ମ ଚାନ୍ଦଲି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଚାନ୍ଦଲି ପର୍ଯ୍ୟଟନସ୍ଥଳୀରେ
Read More...

ଜାତୀୟ ଆଲୋଚନା ଚକ୍ରରେ ବିଜ୍ଞାନ ଶିକ୍ଷକଙ୍କ ଗବେଷଣା ପତ୍ର ଉପସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରେଙ୍ଗାଲି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦିଲୀପ କୁମାର ଧଳ ଡିସେମ୍ବର ୧୭ରୁ ୧୯, ୨୦୨୫ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଆର୍‌ଟି)ଅନୁବନ୍ଧିତ ଆଞ୍ଚଳିକ ଶିକ୍ଷଣ ସଂସ୍ଥାନ (ଆର୍‌ଆଇଇ) ଆଜମେର ଦ୍ୱାରା ଆୟୋଜିତ ଜାତୀୟ ଆଲୋଚନା
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା କୁମ୍ବାର ମହାସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜାଖମନ ଠାରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅରୁଣ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବ ସମ୍ମତିକ୍ରମେ ଅକ୍ଷୟ ରଣା (ବଲାଙ୍ଗିର) ପଶ୍ଚିମ ଓଡିଶା ସଭାପତି ଲାବଣ୍ୟ
Read More...

ରୟାଲ ଏକାଡେମୀର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ଏକାଡେମୀର ଟ୍ରଷ୍ଟି ପରିଚାଳନା ଅଧ୍ୟକ୍ଷା ନିରୁପମା ପଣ୍ଡା ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ
Read More...

୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍‌ ମୀନତି ମହାପାତ୍ରଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନଭାଗନେଲେ ୧୧୫୭ଜଣ ପ୍ରତିଯୋଗୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ
Read More...

ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ

ଏଫ୍‌ସିଆଇ ମାଧ୍ୟମରେ ଚାଷୀଙ୍କ ସମସ୍ତ ଧାନ କିଣୁ ସରକାର - ନରସିଂହବିଜେଡି ପରି ବିଜେପି ସରକାର ମଧ୍ୟ ଚାଷୀଙ୍କୁ ଶୋଷଣ କରୁଛି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କେବଳ ବଲାଙ୍ଗିରରେ ନୁହେଁ ସାରା ପଶ୍ଚିମ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ
Read More...

ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ପିପିର୍ଡା ଗ୍ରାମ ଓ ଲୁକାପଡା ଗ୍ରାମରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପିପିର୍ଡା ଗ୍ରାମର ରଞ୍ଜନ ସେଠ୍‌
Read More...

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର୍ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁରୁଲ୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକକୁ ଉକ୍ତ ସାଧନ କେନ୍ଦ୍ରର ସଂଯୋଜକ ପ୍ରଭାକର ମହାପାତ୍ର
Read More...

କୁଲତା ସମାଜ ତରଫରୁ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ହର୍ଡାଟାଲ କେନ୍ଦ୍ର ରାମଚଣ୍ଡି ପୀଠ ସଭାଗୃହ ଠାରେ ମା' ରଣେଶ୍ୱରୀ ରାମ ଚଣ୍ଡିଙ୍କୁ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର କୁଲତା ସମାଜ ହର୍ଡାଟାଲ କେନ୍ଦ୍ର ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ପ୍ରଫେସର ଦେବେନ୍ଦ୍ର ବିଶ୍ୱାଲ ନୃତତ୍ୱ ବିଭାଗ ଉତ୍କଳ
Read More...