ଭାଲୁ ଆକ୍ରମଣରେ ଚାଷୀ ମୃତ
ଅନୁଗୁଳ : ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚାଷୀ ଜଣଙ୍କ ଜୟ ସାହୁ (୫୪) ବୋଲି ଜଣାପଡିଛି । ସୂଚନା ମୁତାବକ, ସୋମବାର ଅପରାହ୍ନ ସାଢେ ୩ଟା ବେଳେ ସମଲ ବ୍ୟାରେଜ ଥାନା ଅଞ୍ଚଳ ବୁଲାଝର ଗ୍ରାମରେ ଭାଲୁ ଆକ୍ରମଣରେ!-->…
Read More...
Read More...