ଚାଷୀମାନଙ୍କ ଦ୍ୱାରା ୨୬ ନମ୍ବର ରାଜପଥ ଅବରୋଧ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରନିପାଲି, ବଡଟିକା, ନଅଗାଁ(ଖ), ବେନ୍ଦ୍ରା, ପଟୁଆପାଲି, ସାଲେଭଟା, ନୁନିଆପାଲି ଆଦି ପଞ୍ଚାୟତର ଚାଷୀମାନଙ୍କ ଦ୍ୱାରା ମାନସ ବିହାର ରୁଗୁଡିଖାଲ ଛକଠାରେ ୨୬ ନମ୍ବର ରାଜପଥ ଅବରୋଧ କରାଯାଇଥିଲା । ୨୦୨୧-୨୨ବର୍ଷରେ ଅଞ୍ଚଳର ଚାଷୀ!-->…
Read More...
Read More...