Browsing Tag

agalpur news

ଆଗଲପୁର ବ୍ଲକରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯ ଗୋଟି ପଂଚାୟତର ସରପଂଚ ଓ ସମିତି ସଭ୍ୟ ବିଜୟୀ ହୋଇଛନ୍ତି । ସରପଂଚ ଭାବେ ବିଜୟୀ ପ୍ରାର୍ଥୀମାନେ ହେଲେ ଆଗଲପୁର ପଂଚାୟତରେ ନନ୍ଦିନୀ ମେହେର ୧୨୮୨ ଭୋଟରେ, ବାବୁଫାସଡରୁ ଜୟନ୍ତୀ
Read More...

ଆଗଲପୁର ବ୍ଲକ ୧ ନଂ. ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନର ଫଳାଫଳ ସାମ୍ନାକୁ ଆସିଥିବା ବେଳେ ଦେବକୀ ସାହୁ ବିଜୟୀ ହୋଇଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥିନୀ ଦେବକୀ ସାହୁ କଂଗ୍ରେସ ପ୍ରାର୍ଥୀ ଗଣେଶ ସାହୁଙ୍କ ଠାରୁ ୨୮୮୮ଟି ଭୋଟରେ ଆଗୁଆ ରହିଛନ୍ତି
Read More...

ବଲାଙ୍ଗିର-ବରଗଡ ଜାତୀୟ ରାଜପଥ୨୬ କରନ ଢାବା ନିକଟରେ ସଡକ ଦୁର୍ଘଟଣା, ବାଇକ ଚାଳକ ଡାକ୍ତର ଖାନାରେ ଭର୍ତ୍ତି

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ବରଗଡ ଜାତୀୟ ରାଜପଥ ୨୬ ମାନସ ବିହାର ରୁଗୁଡିଖାଲ କରନ ଢାବା ନିକଟରେ ନୂତନ ତିଆରି କଲଭର୍ଟରେ ଏକ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଡୁଙ୍ଗୁରିପାଲିର ସହଲା ଗ୍ରାମରୁ ବୁଢିପଦରଗ୍ରାମକୁ ବାହାଘର ଆସିଥିବା ଜଣେ
Read More...

ଅମରାମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ତ୍ରିସ୍ତରୀୟ ନିର୍ବାଚନରେ ଅନେକ ଜାଗାରେ ବିଭିନ୍ନ ସମସ୍ୟା ତଥା ଭୋଟ ବର୍ଜନ ଦେଖିବାକୁ ମିଳୁଛି । ଏହିଭଳି ଏକ ଘଟଣା ନୁନିଆପାଲି ପଂଚାୟତ ଅମରାମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଠାରୁ ପ୍ରକାଶ ଯେ,
Read More...

ଟୁହିଲାମାଲକୁ ହରାଇ ବାଞ୍ଜିପାଲି ଚାମ୍ପିୟାନ

ଆଗଲପୁର, (ପୁସ୍ତମ୍ ଯୁଆଡି) : ସ୍ଥାନୀୟ ବିନ୍ଧାପାଲି ହାଇସ୍କୁଲ ପଡ଼ିଆରେ ତିନିଦିନ ବ୍ୟାପୀ ଚାଲିଥିବା ମାଁ ଗ୍ରାମପତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ସେମି ଫାଇନାଲରେ ବାଞ୍ଜିପାଲି ଦଳ ପି.ଗଣ୍ଡପାଲି ଦଳକୁ
Read More...

ଝରଣିପାଲି ଗ୍ରାମ ପଂଚାୟତ ସମିତି ସଭ୍ୟ ପଦବୀ ପାଇଁ ଲଢ଼ୁଛନ୍ତି ମନମୋହନ ପଟେଲ

ଆଗଲପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ଗାଁଠୁ ସହର । ନିର୍ବାଚନ ମଇଦାନ୍‌କୁ ଆସିଥିବା ପ୍ରାର୍ଥୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ଯେତିକି ତତ୍ପର ହୋଇ ଉଠିଛନ୍ତି, ଭୋଟଦାତାମାନେ ବି ସେତିକି ଉଚିତ ପ୍ରତିନିଧି
Read More...

ପ୍ରାର୍ଥୀପତ୍ର ଯାଂଚ ସରିଲା ପ୍ରତ୍ୟାହାର ପାଇଁ ଉଦ୍ୟମ ଆରମ୍ଭ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବର୍ତ୍ତମାନ ଗ୍ରାମାଞ୍ଚଳ ସରଗରମ ହେବାରେ ଲାଗିଛି । ପ୍ରାର୍ଥୀପତ୍ର ଯାଂଚପରେ ଏବେ କିଛିଲୋକ, କିଛି ପ୍ରଭାବଶାଳୀ ପ୍ରାର୍ଥୀ ଅନ୍ୟ ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଛି ।
Read More...

ବେନ୍ଦ୍ରା ଗ୍ରାମରେ ପଂଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବେନ୍ଦ୍ରା ଗ୍ରାମରେ ରଘୁନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏକ ପଂଚଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ୧୬ଟି ଦଳକୁ ନେଇ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟଟି ୧୯-୧-୨୨ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୩-୧-୨୨ ରବିବାର ଦିନ
Read More...

ଦାଦନ ଯାଇଥିଲେ ଫେରିବା ବାଟରେ ବାପର ଜୀବନ ଚାଲିଗଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗ୍ରାମର ବାପ ପୁଅ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଉଭୟେ ଘରକୁ ଫେରୁଥିଲେ । ଫେରିବା ବାଟରେ ବାପର ଜୀବନ ଚାଲିଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ
Read More...

ଜିଲ୍ଲା ପରିଷଦ ଜୋନ ସଂରକ୍ଷଣ ବଦଳିଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପୂର୍ବ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକାକୁ ସଂଶୋଧନ କରି ନୂଆ ତାଲିକା ପ୍ରକାଶ ପାଇଛି । ରାଜନୈତିକ ସମୀକରଣ ବଦଳି ଯାଇଛି । ଆଗଲପୁର(ଡୁଡୁକା) ବ୍ଲକରେ ୨ଟି ଜିଲ୍ଲା ପରିଷଦ ଆସନ ଥିବାବେଳେ ସେଥିରେ ଗୋଟିଏ ପରିବର୍ତ୍ତନ ହୋଇଛି । ପୂର୍ବରୁ ୧ନଂ ଜୋନ
Read More...