କେନାଲ କାମର ଅନୁଧ୍ୟାନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବାଗଦୋର ପଞ୍ଚାୟତର ଗଙ୍ଗାଧାର ପ୍ରକଳ୍ପର ଚାଷୀଙ୍କ ଅଭିଯୋଗ ହୋଇଥିବା କେନାଲ କାମର ମହାଦୁର୍ନୀତିର ଖବର ପାଇବା ପରେ କାମ ହୋଇଥିବା ଜାଗାକୁ ଯାଇ କାମର ଅନୁଧ୍ୟାନ କରିବା ସହ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ କେନାଲ ବୁଲି ଦେଖିଥିଲେ ଓ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀଙ୍କୁ ତାଗିଦ ମଧ୍ୟ କରିଥିଲେ ।

Leave A Reply

Your email address will not be published.