ପୋଖରୀରେ ବୁଡି ବୃଦ୍ଧଙ୍କ ପ୍ରାଣ ଗଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣୀଗ୍ରାହୀ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଂଚାୟତର ଗୂଚ୍ଛାବରୀ ଗ୍ରାମର ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ହରିଚନ୍ଦ୍ର ମଲ୍ଲିକ (୭୦) । ହରିଚନ୍ଦ୍ର ଗତକାଲି ସନ୍ଧ୍ୟା ୪ଟାରେ ଶୌଚ ଯାଇଥିବା ସମୟରେ ପୋଖରୀରେ ଗୋଡ ଖସି ଯାଇଥିବାରୁ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.