jayashree

ଆଜି ବିଶ୍ୱ ପରିବେଶ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବେଶ ସୁରକ୍ଷା ଜୀବନ ରକ୍ଷା । ଆଜି ବିଶ୍ୱ ପରିବେଶ ଦିବସ । ପ୍ରତିବର୍ଷ ଜୁନ୍‌ ମାସ ୫ ତାରିଖ ଦିନକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ । ଆମ ପୃଥିବୀକୁ ବିଶ୍ୱତାପନରୁ ରକ୍ଷା କରିବା ପାଇଁ, ପରିବେଶକୁ ସବୁଜିମାରେ ପୂର୍ଣ୍ଣ କରିବା ପାଇଁ ଓ ପରିବେଶର ସୁରକ୍ଷା ନିମନ୍ତେ ପରିବେଶ ଦିବସ ପାଳନ କରାଯାଏ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଥମେ ୧୯୭୪ ମସହାରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ବାୟୁ ପ୍ରଦୁଷଣ, ପ୍ଲାଷ୍ଟିକ ପ୍ରଦୁଷଣ, ଗ୍ଲୋବାଲ ୱାର୍ମିଂ ଏବଂ ସମୁଦ୍ର ପତ୍ତନ ଭଳି ସମସ୍ୟାର ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନଟି ଏକ ପ୍ଲାଟଫର୍ମ ସୃଷ୍ଟି କରିଛି ।

Leave A Reply

Your email address will not be published.