pr

ପରଲୋକରେ ଓଡିଶା ବିତ୍ୟୁତ ନିଗମ ଯନ୍ତ୍ରୀ ସଂଘର ସଭାପତି

dr. purohit

ଭୁବନେଶ୍ୱର, (ସୁଶାନ୍ତ ସାହୁ): ଓଡିଶା ବିତ୍ୟୁତ ନିଗମ ଯନ୍ତ୍ରୀ ସଂଘର ସଭାପତି ଇଞ୍ଜିନିୟର ବଳରାମ ପ୍ରସାଦ ବସୁମଲ୍ଲିକଙ୍କ ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ ସାରା ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

nrusinghnath
Leave A Reply

Your email address will not be published.