କଣ୍ଟାବାଞ୍ଜିରେ ମହମ୍ମଦଙ୍କ ଜନ୍ମଦିନ ପାଳନ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ମୁସଲମାନ ସମ୍ପ୍ରଦାୟ ତରଫରୁ ଇଦ ଉଲ୍ ମିଲାଦ ଉନ ନବି ତଥା ମହମ୍ମଦଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଉତ୍ସବ ପାଳନ ଅବସରରେ ମୁସଲମାନ ଭାଇଭଉଣୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା କଣ୍ଟାବାଞ୍ଜି ସହର ପରିକ୍ରମା କରିଥିଲା । ମାନବତା, ସଦ୍‌ଭାବନା ଏବଂ ଭାଇଚାରାର ବାର୍ତ୍ତା ନେଇ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନେ ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ କରିଥାନ୍ତି ।

Leave A Reply

Your email address will not be published.