om academy

୧୬ରୁ ବିଏଡ୍‌ କ୍ଲାସ ଆରମ୍ଭ, ଗୁରୁବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

jsm

ଭୁବନେଶ୍ୱର : ୧୬ ତାରିଖରୁ ଆରମ୍ଭ ହେବ ବିଏଡ୍‌ ପାଠପଢ଼ା । ବିଏଚ୍‌ଏଡ୍‌, ଏମ୍‌ଏଡ୍‌ କ୍ଲାସ୍‌ ମଧ୍ୟ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ପାଠପଢ଼ା ଆରମ୍ଭ କରାଯିବ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ମେଧା ତାଲିକା ପରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ନାମଲେଖାଇ କ୍ଲାସରେ ଯୋଗଦେବେ । ଗୁରୁବାର ଦ୍ୱିତୀୟ ପର୍ୟ୍ୟାୟ ମେଧାତାଲିକା ପ୍ରକାଶ ପାଇବ ।

Leave A Reply

Your email address will not be published.