ବନ୍ଧୁକ ଦେଖାଇ ଲୁଟିନଲେ ଟଙ୍କା, ମୋବାଇଲ ଓ ଏଟିଏମ

ଢ଼େଙ୍କାନାଳ : ଢେ‌ଙ୍କାନାଳ ଜି‌ଲ୍ଲା ପରଜଙ୍ଗ ଥାନା ଜରଡ଼ା ନିକଟରେ ଜଣେ ଯୁବକ ଲୁଟର ଶିକାର ହୋଇଛ‌ନ୍ତି ବୋଲି ଖବର ମଳିଛି ।

ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ ନିଜର କାମସାରି କାମାକ୍ଷାନଗରରୁ ନିଜ ଗାଁ ଜଣେ ସାଙ୍ଗଙ୍କ ସହ ଫେରୁଥିବାବେଳେ ଜରଡ଼ା ଘାଟି ନିକଟରେ ଚାରି ଜଣ ଦୁର୍ବୁତ୍ତ ଦୁଇଟି ମୋଟର ସାଇକେଲ ଯୋଗେ ସେମାନଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା, ମୋବାଇଲ ଓ ଏଟିଏମ ଲୁଟିନେଲେ ।

Leave A Reply

Your email address will not be published.