ସଇଁନ୍ତଲାରେ କୋଭିଡ଼ ଟୀକା ନେବା ପାଇଁ ଆଧାର କାର୍ଡରେ ଲମ୍ବା ଲାଇନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ଦୃଷ୍ଟି ଆଗରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଟୀକାକରଣ କରାଯାଉଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ କୋଭିଡ଼ ଟୀକା ନେବା ପାଇଁ ଲୋକଙ୍କ ମନରେ ଅନେକ ଉତ୍ସ।ହ ରହିଥିବା ନଜିରକୁ ଆସୁଛି । ତେବେ ବ୍ଳକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକା ଦିଆଯାଉଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲୋକେ ଟୀକା ନେବା ପାଇଁ ଆଧାର କାର୍ଡ ମାଧ୍ୟମରେ ଲମ୍ବା ଲାଇନ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.