ପୁଇଁନ୍ତଲାରେ କପା ଚାଷୀମାନଙ୍କ ତାଲିମ ଶିବିର

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର କପା ଚାଷୀମାନଙ୍କୁ ନେଇ କପା ଫସଲର ଶ୍ରେଣୀକରଣ ଓ ବିକ୍ରିବଟା ତାଲିମ ଶିବିର ଆୟୋଜନ କରାଯାଇଛି । ଏହି ତାଲିମ ଶିବିରରେ ବହୁ କପା ଚାଷୀମାନେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ସ୍ଥିତ ଅମ୍ବିକା ସ୍ପିନୀଙ୍ଗ ମିଲକୁ ପରିଭ୍ରମଣ କରି କପାର ମାନ ଓ ପ୍ରକ୍ରିୟାକରଣ ଦେଖି ବୁଝିଥିଲେ ଚାଷୀମାନେ ।

Leave A Reply

Your email address will not be published.