p purohi

ଅଗଷ୍ଟ ୧ରୁ ଲାବରୋଟୋରୀ ଟେକ୍ନିସିଆନ କଳା ବ୍ୟାଜ ପିନ୍ଧିବେ

dr. purohit

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସରକାର ଲାବରୋଟୋରୀ ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଏଭଳି କିଛି ଦାବୀ ଗୁଡିକୁ ଅଣଦେଖା କରି ଶୁଣି ନଥିବାକୁ ନେଇ ଅଗଷ୍ଟ ୧ ରବିବାର ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରୀ ଟେକ୍ନିସିଆନ ସଂଘ ପକ୍ଷରୁ କୁହାଯାଇଛି । ଯାହା ଫଳରେ କନ୍ଧମାଳ ଜିଲ୍ଲାର ୧୦ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କର୍ଯ୍ୟକରୁଥିବା ୨୫ଜଣ ଲାବରୋଟୋରୀ ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରିବେ ବୋଲି ଲାବରୋଟୋରୀ ଟେକ୍ନିସିଆନର ଜିଲ୍ଲା ସଂପାଦକ ବଳରାମ ଗୌଡ, ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରିୟଙ୍କା ଦାସ ପ୍ରମୁଖ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.