pr

ନିର୍ଝରିଣୀ ତରଫରୁ ଜାତୀୟ ଯୁବ ଦିବସ ପାଳିତ

dr. purohit

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସହରର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ସ୍ଥାନୀୟ ଶ୍ରୀ ହରିଭବନ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ସହରର ଯୁବକଗୋଷ୍ଠୀ ଯୋଗଦେଇଥିଲେ । ଉପସ୍ଥିତ ବ୍ୟକ୍ତି ବିଶେଷ ବର୍ତ୍ତମାନ ସମୟ ଆସିଛି ଯୁବ ଗୋଷ୍ଠୀ ହିଁ ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମକୁ ହାତକୁ ନେଲେ ହିଁ ସବୁ ସମସ୍ୟାର ସମାଧାନ ହେବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବ୍ରଜଶ୍ୟାମ ଗୁରୁ, ମନୋଜ କୁମାର ଦାସ, ଦୀନଶ ମହାନନ୍ଦ, ଥମିର ଛତ୍ରିଆ, ସତ୍ୟ ନାରାୟଣ ଅଗ୍ରୱାଲ, ବେଦବ୍ୟାସ ନାଗ, ନିଶିକାନ୍ତ ମହାପାତ୍ର, ସଞ୍ଜୟ ଅଗ୍ରୱାଲ, ଗାନ୍ଧିରାଜେନ୍ଦ୍ର ବେହେରା, ସନ୍ତୋଷ ଅଗ୍ରୱାଲ, ଭେଙ୍କଟ ବାଗ, ସଚିନ ବିଭାର, ପ୍ରମୋଦ ବେହେରା, ଉମାକାନ୍ତ ମହାନନ୍ଦ ସମେତ ଅନେକ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.