ଆସନ୍ତା ଏପ୍ରିଲ ୨୦୨୧ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ହାଇ ସ୍ପିଡ୍‌ ଇନ୍‌ଟେର୍‌ନେଟ୍‌ ସେବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୨୦୨୧ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତକୁ ହାଇ ସ୍ପିଡ୍‌ ଇନ୍‌ଟେର୍‌ନେଟ୍‌ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏହାଫଳରେ ଯୋଗାଯୋଗ ସେବା ବଳବତ୍ତର ରହିପାରିବ । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଏହା ଦ୍ୱାରା ଉନ୍ନତ ସଂସ୍ଥା, ସରକାରୀ ଅଧିକାରୀ, ଟେଲି ମେଡ଼ିସିନ୍‌ ସେଂଟର, ସ୍କୁଲ, କୃଷି କିଓସ୍କଗୁଡ଼ିକ ଏଥିରେ ସଂଯୋଗ ହୋଇପାରିବ ।

Leave A Reply

Your email address will not be published.