oom

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର କୋଭିଡ ହସ୍‌ପିଟାଲ୍‌ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର କୋଭିଡ ହସ୍‌ପିଟାଲ୍‌ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି । ଡେଡ଼ିକେଟେଡ଼ କୋଭିଡ଼ ହସ୍‌ପିଟାଲ, କିସ୍‌ କାମ୍‌ପମ୍‌, ବଲାଙ୍ଗିରର ନମ୍ବର ହେଉଛି ୮୨୪୯୮୬୫୮୧୪ ଏବଂ ୭୨୦୫୫୪୭୦୫୪, କୋଭିଡ଼ କେୟାର୍‌ ସେଂଟର, ବିବିଏମ୍‌ସିଏଚ୍‌ ବଲାଙ୍ଗିରର ନମ୍ବର ୮୪୮୦୬୪୩୧୬୭, ୮୪୫୫୦୬୪୫୪୦ ଏବଂ ୯୪୩୭୪୨୯୯୪୫, କୋଭିଡ଼ କେୟାର ସେଂଟର, ସରକାରୀ ପୋଲିଟେକ୍‌ନିକ୍‌, ଲର୍କିପାଲି, ବଲାଙ୍ଗିରର ନମ୍ବର ୯୫୫୬୮୨୪୧୯୯ ଏବଂ କୋଭିଡ଼ କେୟାର୍‌ ସେଂଟର, ଏମ୍‌ସିଏଚ୍‌ କମ୍ପେ୍ଲକ୍ସ, ଏସ୍‌ଡିଏଚ୍‌, ଟିଟିଲାଗଡ଼ର ନମ୍ବର ୬୩୭୦୯୮୫୯୭୭ । ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଜନହିତରେ ଜାରି କରାଯାଇଛି ।

jittmm
Leave A Reply

Your email address will not be published.