ନାଇକେନସିରା ୫ତମ ଠାକୁର ବଡଦେଓ ଫୁଟବଳ ପ୍ରତିଯୋଗିତାର ଉଦଘାଟନି ମୁକାବିଲାରେ ଘୂଚିପାଲିକୁ ହରାଇଲା ଲଣ୍ଡାପଥର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ନାଇକେନସିରା ଗାଁରେ ଗୁରୁବାର ୫ତମ ଠାକୁର ବଡଦେଓ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଲଣ୍ଡାପଥର ୪-୨ ଗୋଲରେ ଘୁଚିପାଳିକୁ ହରାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୁବନେତା ବିଶ୍ୱଜିତ୍ ପାତ୍ର ଯୋଗ ଦେଇଥିଲେ। ଖେଳକୁ ଦେବାଶିଷ ବାଗ, ସଂଜନ କୁଦାଇଁ ପରିଚାଳନା କରିଥିବା ବେଳେ ସାନ ଅଦାବରିଆ, ସୁନିଲ ଗହିର, ପଚୁ ବାଙ୍କ, ଶୁଭେନ୍ଦୁ ବାଙ୍କ ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.