om academy

ପାରାଦୀପ ବନ୍ଦର ଜିଲ୍ଲା ଫୁଟବଲ ଟିମ୍‌ ଚୟନ ଫେବୃଆରୀ ୪ରେ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଫୁଟବଲ୍‌ ଆସୋସିଏସନ ଓଡିଶା ଦ୍ୱାରା ଫେବୃଆରୀ ୭, ୨୦୨୧ରେ ଆୟୋଜନ ହେବାକୁ ଥିବା ପୁରୁଷ ସିିନିୟର ଆନ୍ତଃ ଜିଲ୍ଲା ଫୁଟବଲ୍‌ ଟିମ୍‌ ପାଇଁ ପାରାଦୀପ ବନ୍ଦର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ଫେବୃଆରୀ ମାସ ୪ ତାରିଖ ୨୦୨୧ ୯ଘଟିକା ସମୟରେ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ଖେଳାଳୀ ମାନେ ଜନ୍ମ ପ୍ରମାଣ ପତ୍ର ସହ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଏହି ଚୟନରେ ଭାଗ ନେବାକୁ ପାରାଦୀପ ଫୁଟବଲ୍‌ ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.