ଦାଦନ ଶ୍ରମିକ ଉଦ୍ଧାର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ଥାନା ଅଧିକାରୀ ଗତ ଗୁରୁବାର ଦିନ ଏକ ଆର୍ଟିକା କାର୍ ସହ ଛଅ ଜଣ ଦାଦନ ଶ୍ରମିକଙ୍କ ସମେତ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଏନେଇ କେସ୍‌ ନଂ ୨୧୭/୩୭୦/୩୭୪/୪୨୦ ଆଇପିସି ୨୫ ଆଇଏସ୍‌ଏମ୍‌ଡବ୍ଲୁ ଆକ୍ଟ ରୁଜୁ କରି ରାମୋଡ ଗାଁର ରମେଶ କୁମ୍ଭାରଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!