କୋର୍ଟରେ ଶୁଣାଣି ବେଳେ ବିଷ ପିଇ ଦେଲେ ଯୁବତୀ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଏକ ଦୁଷ୍କର୍ମ ମାମଲାର ଶୁଣାଣି ଚାଲିଥିବା ବେଳେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗତ ୨୦୨୧ରେ ତଳସରା ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ଆଜି ସେହି ମାମଲାର କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଦୁଷ୍କର୍ମ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.