oom

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ୬୩ ଆକ୍ରାନ୍ତ, ବଲାଙ୍ଗିର ପୌରାଂଚଳରୁ ୧୦

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୭୪୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦୯୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୬୨୭ ଜଣ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଛନ୍ତି । ତେବେ ଆଜି ଜିଲ୍ଲାରେ ନୂଆ ୬୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏହି କ୍ରମରେ ବଲାଙ୍ଗିର ପୌରାଂଚଳରୁ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ୱାର୍ଡ ନଂ.୧୧ରୁ ୧, ୧୪ରୁ ୧, ୧୫ରୁ ୨, ୧୮ରୁ ୧, ୨୦ରୁ ୨ ଏବଂ ୨୧ରୁ ୩ ଜଣ । ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗ୍ରା.ପ.ରୁ ୧, ବିରିପାଲି ଗ୍ରା.ପ.ରୁ ୨, ଚାନ୍ଦୋତରା ଗ୍ରା.ପ.ରୁ ୧, କୁରସୁଡ଼ ଗ୍ରା.ପ.ରୁ ୨ ଏବଂ ସିନ୍ଧେକେଲା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧, ମଣ୍ଡଲ ଗ୍ରା.ପ.ରୁ ୧, ସରମୁହାଣ ଗ୍ରା.ପ.ରୁ ୧ ଓ ସୁଲେକେଲା ଗ୍ରା.ପ.ରୁ ୩ ଜଣ, ଦେଓଗାଁ ବ୍ଲକ୍‌ ଜରାସିଂହା ଗ୍ରା.ପ.ରୁ ୧, ଗଉରଗୋଠ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଘସିଏନ୍‌ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଳକ୍‌ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୨, ତୁଷୁରା ଏନ୍‌ଏସି ୱାର୍ଡ ନଂ.୨ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୧, ୩ରୁ ୧, ୬ରୁ ୧, ଖପ୍ରାଖୋଲ ବ୍ଲକ୍‌ ଘୁନ୍‌ସର ଗ୍ରା.ପ.ରୁ ୨, ଖପ୍ରାଖୋଲ ଗ୍ରା.ପ.ରୁ ୪ ଓ ଲାଠୋର ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ସେହିପରି ଲୋଇସିଂହା ବ୍ଲକ୍‌ କୁସମେଲ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଚନାବାହାଲ ଗ୍ରା.ପ.ରୁ ୧ ଏବଂ ମୁରିବାହାଳ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୨ରୁ ୧, ପୁଇଁନ୍ତଲା ବ୍ଲକ୍‌ ବହଲପଦର ଗ୍ରା.ପ.ରୁ ୯, ସାଆନ୍ତପୁର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଣ୍ଡପତ୍ରାପାଲି ଗ୍ରା.ପ.ରୁ ୨, ଆମ୍‌ପାଲି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଳକ୍‌ ବାନ୍ଧୁପଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୪ରୁ ୨, ୫ରୁ ୧ ଓ ୮ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି ।

jittmm
Leave A Reply

Your email address will not be published.