oom

ବଲାଙ୍ଗିର ଜିଲ୍ଲାରେ ଆଜି ୮୮ ଚିହ୍ନଟ : ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳରେ ଯଥାକ୍ରମେ ୧୬ ଓ ୧୭

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ଏବଂ ଟିଟିଲାଗଡ଼ ପୌରାଂଚଳରୁ ଯଥାକ୍ରମେ ୧୬ ଓ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୩, ୩ରୁ ୧, ୯ରୁ ୧, ୧୫ରୁ ୨, ୧୮ରୁ ୨, ୧୯ରୁ ୧, ୨୦ରୁ ୪ ଏବଂ ୨୧ରୁ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ.୧ରୁ ୧, ୩ରୁ ୫, ୪ରୁ ୩, ୬ରୁ ୩, ୮ରୁ ୧, ୧୦ରୁ ୧, ୧୨ରୁ ୧, ୧୪ରୁ ୧ ଏବଂ ୧୫ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ରୋତ ଗ୍ରା.ପ.ରୁ ୧, ବେନ୍ଦ୍ରା ଗ୍ରା.ପ.ରୁ ୧ ଏବଂ ସାଲେଭଟା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରା.ପ.ରୁ ୧, ଚାନ୍ଦୋତରା ଗ୍ରା.ପ.ରୁ ୧, କେନ୍ଦୁପାଟି ଗ୍ରା.ପ.ରୁ ୧, ଝଲପ ଗ୍ରା.ପ.ରୁ ୨ ଓ ଅର୍‌ସାତୁଲା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଳକ୍‌ ତେନ୍ତୁଳିଖୁଣ୍ଟି ଗ୍ରା.ପ.ରୁ ୨, ଜାମୁଟ୍‌ ଗ୍ରା.ପ.ରୁ ୧, ରୁଷୁଡ଼ା ଗ୍ରା.ପ.ରୁ ୧, ତୁଷୁରା ଏନ୍‌ଏସି. ୱାର୍ଡ ନଂ.୬ରୁ ୩, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ. ୩ରୁ ୧ ଓ ୨ରୁ ୧, ଲୋଇସିଂହା ବ୍ଲକ୍‌ କୁସ୍‌ମେଲ୍‌ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ବାଙ୍କେଲ ଗ୍ରା.ପ.ରୁ ୧, ଚନାବାହାଲ ଗ୍ରା.ପ.ରୁ ୧ ଓ ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଗଙ୍ଗାସାଗର ଗ୍ରା.ପ.ରୁ ୧, କେନ୍ଦୁମୁଣ୍ଡ ଗ୍ରା.ପ.ରୁ ୧, ତେଣ୍ଡାପଦର ଗ୍ରା.ପ.ରୁ ୧୦, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୨, ୫ରୁ ୧, ୮ରୁ ୧, ପୁଇଁନ୍ତଲା ବ୍ଲକ୍‌ ବହଲପଦର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ତାଲବାହାଲ ଗ୍ରା.ପ.ରୁ ୨, ଘୁନସର ଗ୍ରା.ପ.ରୁ ୧, ବେଲଗାଁ ଗ୍ରା.ପ.ରୁ ୨, କନ୍ଧକେଲଗାଁ ଗ୍ରା.ପ.ରୁ ୧ ଓ କଁସର ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ପରାସରା ଗ୍ରା.ପ.ରୁ ୨, ଶଗଡ଼ଘାଟ ଗ୍ରା.ପ.ରୁ ୨, ଖୋଲାନଗ୍ରା.ପ.ରୁ ୧, ଲୁଥୁରବନ୍ଧ ଗ୍ରା.ପ.ରୁ ୧ ଓ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସରକାରୀ ସୂଚନା ଅନୁସାରେ ବଲାଙ୍ଗିରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୪୬ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୯୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଅଛନ୍ତି ।

jittmm
Leave A Reply

Your email address will not be published.