ବଲାଙ୍ଗିର ଜିଲ୍ଲାରେ ଆଜି ୧୧୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୬୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୧୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ପୌରାଂଚଳରୁ ୬୩ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୨, ୨ରୁ ୫, ୪ରୁ ୩, ୫ରୁ ୩, ୭ରୁ ୩, ୮ରୁ ୧, ୯ରୁ ୪, ୧୦ରୁ ୪, ୧୧ରୁ ୧, ୧୩ରୁ ୩, ୧୩ରୁ ୪, ୧୪ରୁ ୫, ୧୫ରୁ ୪, ୧୮ରୁ ୫, ୧୯ରୁ ୯, ୨୦ରୁ ୫ ଏବଂ ୨୧ରୁ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମାଂଚଳରୁ ଆଗଲପୁର ବ୍ଲକ ପଟୁଆପାଟି ଗ୍ରା.ପ.ରୁ ୨, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୫, ଗମ୍ଭାରୀ ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ସଦେଇପାଲି ଗ୍ରା.ପ.ରୁ ୨, ମାଧିଆପାଲି ଗ୍ରା.ପ.ରୁ ୨, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ଝଲପ ଗ୍ରା.ପ.ରୁ ୧ ଏବଂ ସିନ୍ଧେକେଲା ଗ୍ରା.ପ.ରୁ ୪, ଦେଓଗାଁ ବ୍ଲକ୍‌ ବଡ଼ବାହାଲ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ତୁଷୁରା ଗ୍ରା.ପ.ରୁ ୨, ମାଢେ଼କେଲା ଗ୍ରା.ପ.ରୁ ୧, ବଡ୍‌ଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଉଲ୍‌ବା ଗ୍ରା.ପ.ରୁ ୧, ଭଇଁସା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ କୁସଙ୍ଗ ଗ୍ରା.ପ.ରୁ ୧, ଲୋଇସିଂହା ଗ୍ରା.ପ.ରୁ ୨, ପୁଇଁନ୍ତଲା ବ୍ଲକ୍‌ ଜାମ୍‌ଗାଁ ଗ୍ରା.ପ.ରୁ ୧, ଅଙ୍କରିଆପଦର ଗ୍ରା.ପ.ରୁ ୧, ଆଠଗାଁ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଗଁଡ଼ପତ୍ରାପାଲି ଗ୍ରା.ପ.ରୁ ୨, ସଇଁନ୍ତଲା ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଲେବଡ଼ା ଗ୍ରା.ପ.ରୁ ୪, ବାନ୍ଧୁପଲା ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ବାନ୍ଧୁପଲାରୁ ୨, ତୁରେକେଲା ବ୍ଲକ୍‌ ଝରନୀରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୮ରୁ ୨, ୧୧ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୫ରୁ ୧, ୯ରୁ ୨, ୧୧ରୁ ୧ ଏବଂ ୧୫ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୫୮ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭୧ ଜଣ ଏକ୍‌ଟିଭ୍‌ ଅଛନ୍ତି । ୨୮୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.