pakka

ଚାନ୍ଦିପୁର ବେଳାଭୂମିକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ

bbehera

ବାଲେଶ୍ୱର, (କେପିଏନ୍‌ଏସ୍‌) : ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନ ଋତୁରେ ବାଲେଶ୍ୱର ଚାନ୍ଦିପୁର ବେଳାଭୂମିକୁ ବଣଭୋଜି ପାଇଁ ଆସୁଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନ ସମେତ ପଡୋଶୀ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ । ପର୍ଯ୍ୟଟକମାନେ ଚାନ୍ଦିପୁର ବେଳାଭୂମିରେ ପାନୀୟ ଜଳ, ଶୌଚାଳୟ ସହିତ ଅପରିଷ୍କାର ପରିବେଶ ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ଚାନ୍ଦିପୁର ରାସ୍ତା ପ୍ରତି କିଲୋମିଟରରେ ଖାଲଢିପ ରାସ୍ତା ଯୋଗୁଁ ସ୍ଥାନୀୟ ଲୋକ ସମେତ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

jay balangir
Leave A Reply

Your email address will not be published.

5 × 4 =