କଣ୍ଟାବାଞ୍ଜି ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ଚଢ଼ାଉ

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜିର ପ୍ରତ୍ୟେକ ରାସ୍ତା ପାଶ୍ୱର୍ରେ ଅଳିଆ ଆବର୍ଜନା ଦେଖିବାକୁ ମିଳିଛି । ଏହି କରୋନା ସଂକ୍ରମଣ ସମୟରେ ସରକାର ସମସ୍ତ ନାଗରିକଙ୍କ ହିତ ନିମନ୍ତେ ମୁହଁରେ ମସ୍କ, ହାତରେ ସେନିଟାଇଜର ଲଗାଇ ସଦା ସର୍ବଦା ସଫା ସୁତୁରା ରହିଲେ କରୋନାରୁ ରକ୍ଷା ପାଇବା ପାଇଁ ସଚେତନ କରିଥିଲେ ସୁଦ୍ଧା ଏ ପର୍ୟ୍ୟନ୍ତ କିଛି ଲୋକ ଆଇନକୁ ଅମାନ୍ୟ କରି ଚାଲିଛନ୍ତି ଏବଂ ପରିବେଶ ଖରାପ କରୁଥିବା ଦେଖିବାକୁ ମିଳିଛି । ୧୪ ତାରିଖ ଦିନ କଣ୍ଟାବାଞ୍ଜି ଓମଫେଡ୍‌ ପାର୍ଲର ଦୋକାନୀ ପରିତ୍ୟକ୍ତ ଜରି ପୋଲିଥିନ ଓ ଅନ୍ୟାନ୍ୟ ଆବର୍ଜନା ଡ୍ରେନ୍‌ ଭିତରେ ଜମା କରିଥିବା ହେତୁ ଏନ୍ଏସି ନିର୍ବାହୀ ଅଧିକାରୀ ଚଢ଼ାଉ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.