oum

ଜାତୀୟ ରାଜପଥରେ ବୁଲୁଛନ୍ତି ହାତୀ : ଯାତାୟତ ବାଧାପ୍ରା‌ପ୍ତ

jsm

ଖୋର୍ଦ୍ଧା : ସକାଳୁ ସକାଳୁ ଖୋର୍ଦ୍ଧା ଜି‌ଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଛକ ନିକଟ ନିର୍ମାଣଧୀନ ଫ୍ଲାଇ ଓଭରବ୍ରିଜ ନିକଟରେ ବୁଲୁଛନ୍ତି ଦୁଇଟି ଦନ୍ତା ହାତୀ । ତେବେ କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବାଧାପ୍ରା‌ପ୍ତ ହୋଇଥିବା ବେଳେ ଲୋକମାନେ ମଧ୍ୟ ଭୟଭିତ ହୋଇ ପଡ଼ିଥିଲେ । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । କିଛି ସମୟ ଗଲାପରେ ହାତୀ ଦୁଇଟିକୁ ରାସ୍ତା ପାର କରି ନିକଟସ୍ଥ ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଛି ବନ ବିଭାଗ ।

Leave A Reply

Your email address will not be published.