oom

ବିଶ୍ୱ ଆଦିବାସୀ ଦିବସ ପାଇଁ ପ୍ରସ୍ତୁତି ବୈଠକ

jsmm

ବଙ୍ଗୋମୁଣ୍ଡା (ହୁଲେଶ୍ୱର ହଂସ)-ଆଦିବାସୀ ସମ୍ପର୍କ କେନ୍ଦ୍ର ବଙ୍ଗୋମୁଣ୍ଡା ଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗୀର ପକ୍ଷରୁ ଆଗାମୀ ୯ ଅଗଷ୍ଟରେ ବିଶ୍ୱ ଆଦିବାସୀ ଦିବସ ଦୂରତ୍ୱ ରକ୍ଷା କରି ପାଳନ କରାଯିବ ବୋଲି ଜିଲାଯୁବ ସଂଗଠନ ଯୁବ ସଭାପତି ସୁରେଶ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଉପସଭାପତି ଧନେଶ୍ୱର ମାଝୀ, ସମ୍ପାଦକ ଡିଙ୍ଗର ଭୋଇ,ଜିଲ୍ଲା ସଂଗଠକ ଦୈତାରି ଭୋଇ, କୋଷାଧ୍ୟକ୍ଷ ଡମ୍ବରୁ ଧର କୁଅଁର, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ, ବ୍ଲକ ସଂଯୋଜକ ତୁଳସୀ ଭୋଇ, ଧନୁର୍ୟ୍ୟ ଛାତ୍ରୀଆ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.