ls

ଶରଣାର୍ଥୀ ଶିବିରରେ ବୋମା ବିସ୍ଫୋରଣ : ୭୦ ମୃତ

sb

ନୂଆଦିଲ୍ଲୀ : ଶରଣାର୍ଥୀ ଶିବିରରେ ବିସ୍ଫୋରଣ । ଇସ୍ରାଏଲ୍‌‌ ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ସହ ବୋମାମାଡ ଜାରି ରଖିଛି । ରବିବାର ବିଳମ୍ବିତ ରାତିରେ ମଧ୍ୟ ଗାଜାର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ବିସ୍ଫୋରଣ ଘଟି ପ୍ରାୟ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଥିବା ଜଣାପଡିଛି । ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ଆକ୍ରମଣ ବିଷୟରେ ଇସ୍ରାଏଲ୍‌‌ ସୈନ୍ୟଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଇସ୍ରାଏଲ୍‌‌ ପକ୍ଷରୁ ଆକାଶ ମାର୍ଗରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ ହୋଇଥିଲା । ଏଠାରେ ପ୍ରାୟ ୩୩ ହଜାରରୁ ଅଧିକ ଶରଣାର୍ଥୀ ଥିଲେ ବୋଲି ହମାସ୍‌‌ କହିଛି ।

pc pk
Leave A Reply

Your email address will not be published.