oom

ଭାଲୁ ଆକ୍ରମଣରେ ୩ ଆହତ

jsmm

କେନ୍ଦୁଝର : ଭାଲୁ ଆକ୍ରମଣରେ ୩ଜଣ ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ପୁରୁଣାବାନ୍ଦୋବଡା ଗାଁରେ ଶୌଚ ହେବାକୁ ବାହାରିଥିବା ସମୟରେ ୨ଜଣଙ୍କୁ ଭାଲୁ ଆକ୍ରମଣ କରିଥିବା ବେଳେ କ୍ଷୀର ବିକ୍ରି କରିବାକୁ ବାହାରିଥିବା ଜଣେ କ୍ଷୀର ବିକାଳି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।

jittmm
Leave A Reply

Your email address will not be published.