p purohi

ଚାଷୀଙ୍କ ସମସ୍ୟାକୁ ନେଇ ୯ ଦଫା ଦାବୀରେ ବଲାଙ୍ଗୀର ଜିଲ୍ଲାରେ ବିଜେପିର ଆନ୍ଦୋଳନ

dr. purohit

ବଲାଙ୍ଗୀର, (କେପିଏନ୍‌ଏସ୍‌) : ଚାଷୀଙ୍କ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଭାରତୀୟ ଜନତା ପାର୍ଟି । ଜିଲ୍ଲାବ୍ୟାପୀ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ବିଜେପି ନେତା ଓ କର୍ମୀ । ୯ ଦଫା ଦାବୀ ନେଇ ଶୁକ୍ରବାର ବଲାଙ୍ଗୀର ଜିଲ୍ଲାପାଳ ଅଫିସ ଘେରାଉ କରିଛି ବିଜେପି । ଏଥିରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲା ପ୍ରଭାରୀ ସୁରେଶ୍ୱରୀ ମିଶ୍ର, ଅନନ୍ତ ଦାଶ, ପିତାମ୍ବର ଖମାରି, ଅମିତ ସିଂ ନିନା, ଜିଲ୍ଲା ପରିଷଦ ଅଧକ୍ଷ୍ୟ ଭାରତୀ ମହାନନ୍ଦ, ରାଜକିଶୋର ନାୟକ, ଦିନେଶ ଶର୍ମା, ସୁରଜ ଗୁରୁ, ସୁନୀଲ ସେଠ, ଅନିଲ ପାଣିଗ୍ରାହୀ, ସୁନୀଲ ମିଶ୍ର, ସନ୍ତୋଷ ଭୋଳ, ସନ୍ତୋଷ ସାହୁ, ସଞ୍ଜୁ ନାୟକ, ବିନୋଦ ବିହାରୀ ନାଗ , ସଞ୍ଜୁ ମିଶ୍ର , ରଂଜିତା ପାଣିଗ୍ରାହୀ ଆରତୀ ଗୁରୁ, ବନଶ୍ରୀ ଆଚାର୍ୟ୍ୟ, ବାସନ୍ତୀ ଜେନା, ଜୀନା ସାହୁ, ଅନିତା ମିଶ୍ର, ସରିତା ଯୋଶୀ, ସରୋଜ ସାହୁ, ବାଳକୃଷ୍ଣ ଧରୁଆ ପ୍ରମୁଖ ବିଜେପୀ କର୍ମୀମାନେ ଯୋଗଦାନ କରିଥିଲେ ।

nrusinghnath
Leave A Reply

Your email address will not be published.