ଖଲିଆପାଲି କପ୍‌ ୨୦୨୦-୨୧ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଲିଆପାଲି କ୍ରିକେଟ ଏସୋସିଏନ ଆନୁକୂଲ୍ୟରେ ଆଜି ୬ ଓଭର ବିଶିଷ୍ଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଆଠ ଗୋଟି ଦଳ ଅଶଂଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେର୍ଟରେ ଥାଲବନ୍ଧ ଦଳ ବିଜେତା ଏବଂ ଉପରଝ ଦଳ ଉପବିଜେତା ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ କାଉନସିଲର ତଥା ଶ୍ରମିକ ନେତା ଶମ୍ଭୁ ନାଗ, ସମ୍ମାନିତ ଅତିଥି ଭାବେ ମନୋଜ ନାଏକ ଏବଂ ଅନ୍ୟତମ ଅତିଥି ଭାବେ ପୂର୍ବତନ କାଉନସିଲର ସତ୍ୟପ୍ରିତ ପାତ୍ର ଆମନ୍ତ୍ରିତ ହୋଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦ୍ୟୁମ୍ନ ବିଶ୍ୱାଲ, ହିମାଂଶୁ ଶେଖର ବିଶ୍ୱାଲ, ଶମ୍ଭୁ, ରବିନ୍ଦ୍ର, ସରୋଜ, ଗୋପାଲ ସାହୁ,ପ୍ରଶାନ୍ତ ପଧାନ, ଜ୍ଞାନ ଏବଂ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.