‌ପ୍ରସାଦ ଖାଇ ଅସୁସ୍ଥ ହେଲେ ୧୫୦ରୁ ଅଧିକ ଲୋକ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗିଲାଜୁଡ଼ି ଗାଁରେ ଦୁଇ ଦିନ ଧରି ହୋଇଥିବା ଭଗବତୀ ପୂଜାର ପ୍ରସାଦ ଖାଇ ୧୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ରାତିରେ ସମସ୍ତ ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ୧୦ଟି ଆମ୍ବୁଲାନ୍ସ ରେ ବସ୍ତା ଓ ପାଉଁସ କୁଲି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଅଚଂଳରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.