jayashree

ଟିକିଲି ସୁନାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ଲୁହଖାନ ଗ୍ରାମର ଟିକିଲି ସୁନା ଦୀର୍ଘ ପନ୍ଦର ବର୍ଷ ହେବ ବିଭିନ୍ନ ପ୍ରକାର ରୋଗ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଛନ୍ତି । ବିଭିନ୍ନ ସ୍ଥାନରେ ଚିକିତ୍ସା ପାଇଁ ଡାକ୍ତର ଦେଖାଇ ମଧ୍ୟ ଭଳ ହୋଇ ନାହିଁ । ଟିକିଲି ସୁନାର ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କର ଚିକିତ୍ସା କରାଇବା ପାଇଁ ଅର୍ଥ ବାଧକ ସାଜିଛି । ତାକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.