ls

ଅଗ୍ନିଶମ ବାହିନୀ ଗାଡ଼ି ଓଲଟିପଡି ୫ ଆହତ

a12

ମାଲକାନଗିରି : ଅଗ୍ନିଶମ ବାହିନୀର ଗାଡି ଓଲଟିପଡି ଆହତ ୫ ଜଣ ଆହାତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ମାଲକାନଗିରି ଜି‌ଲା ବଣ୍ଡାଘାଟି ମୁଦୁଲିପଡ଼ାରେ ପୋଲିସ ଡିଜିଙ୍କ ଗସ୍ତ କାର୍ୟ୍ୟକ୍ରମ ରହିଛି । ତେବେ ଏଥିପାଇଁ ଯାଉଥିବା ଅଗ୍ନିଶମ ବାହିନୀ ଗାଡ଼ି ଭାରସାମ୍ୟ ହରାଇ ଓଲଟିପଡିବାରୁ ୫ ଜଣ ଅଗ୍ନିଶମ ବାହିନୀ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଗୁରୁତର କର୍ମଚାରୀ ମାନ‌ଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

manabhanjan
Leave A Reply

Your email address will not be published.