shyamal

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ : କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ପୁରୀଘାଟ ଅଞ୍ଚଳରେ ଥିବା ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ହୋଇଛି । ହସ୍ପିଟାଲର ଚତୁର୍ଥ ମହଲାରେ ନିଆଁ ଲାଗିଥବବାବେଳେ ସମ୍ପୃକ୍ତ ମହଲାର ରୋଗୀଙ୍କୁ ବାହାର କରାଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିିଁଆକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

purusottam
Leave A Reply

Your email address will not be published.