ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ କି ଝଟ୍‌କା !

କୋଲକାତା : ଦିନକୁ ଦିନ ମମତାଙ୍କ ରାଜନୀତିକ ପତିଆରା କ୍ଷୀଣ ହେବାରେ ଲାଗିଥିବା ଅନୁମାନ କରାଯାଉଛି । ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନିଲ ମଣ୍ଡଳ ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେବା ପରେ ମମତାଙ୍କ ପାଇଁ ଆହୁରି ଅଡୁଆ ବଢି ଚାଲିଛି । ଏଭଳି ସ୍ଥିତିରେ ଆଜି ମମତାଙ୍କ ଦ୍ୱାରା ଡକାଯାଇଥିବା କ୍ୟାବିନେଟ୍ ବୈଠକରେ ପୁଣି ୪ ଜଣ ମନ୍ତ୍ରୀ ଅନୁପସ୍ଥିତ ରହିବା ନେଇ ମମତାଙ୍କୁ ଶକ୍ତ ଝଟକା ଲାଗିଥିବା କୁହାଯାଇଛି । ଦିନକୁ ଦିନ ବିଜେପିର ପତିଆରା ବଢ଼ୁଛି ମମତା ଗଡ଼ରେ ବୋଲି ରାଜନୀତି ବିଶେଷ‌ଜ୍ଞମାନେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.