ଏସ୍‌ଟିଏଫ୍‌ ଜବତ କଲା ୭୨ କିଲୋ ଗଞ୍ଜେଇ

ବୌ‌ଦ୍ଧ, (ବଂଶୀଧର ମାଝୀ) : ୭୨ କିଲୋ ଗଞ୍ଜେଇ ଜବତ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୌ‌ଦ୍ଧ ଜି‌ଲ୍ଲା ବାଉଁଶୁଣି ନିକଟରୁ କୌଣସି ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍ ୭୨ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ‌ଅଭିଯୁ‌କ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁ‌କ୍ତ ଜଣକ ହେଲେ କୋରାପୁଟର ଲକ୍ଷ୍ମଣ ଜଳ ଓ ରାୟଗଡ଼ାର ରାମଚନ୍ଦ୍ର କୌଶଲ୍ୟ ।

Leave A Reply

Your email address will not be published.