Browsing Category

କ୍ରୀଡା

ଆଜିଠୁ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ : ଜାଣନ୍ତୁ କିଏ କେଉଁ ଦଳର ଅଧିନାୟକ

ଦୁବାଇ : ଆଜିଠୁ ଦୁବାଇରେ ଆରମ୍ଭ ହେବ ଆଇପିଏଲ୍‌ । ସମସ୍ତ କରୋନା ଗାଇଡ଼୍‌ ଲାଇନ୍‌କୁ ନେଇ ପଡିଆକୁ ବାହାରିବେ ଖେଳାଳୀ ମାନେ । ପ୍ରାୟ ଆଠ ଗୋଟି ଦଳକୁ ନେଇ ଅନ୍‌ୁଷ୍ଠିତ ହେବ ଆଇପିଏଲ୍‌ ମ୍ୟାଚ୍‌ । ଏହି ଆଠଟି ଦଳର ଅଧିନାୟକ ମାନଙ୍କର ନାମ ଜାଣିଛନ୍ତିକି ଆପଣମାନେ? ଆସନ୍ତୁ ଜାଣିବା, କିଏ
Read More...

ବଲାଙ୍ଗିର ସଦର ବ୍ଲକ୍ ବିଜୁ ଯୁବ ବାହିନୀଙ୍କୁ ଖେଳ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ୧୨ଖଣ୍ଡ ପଞ୍ଚାୟତର ବିଜୁ ଯୁବ ବାହିନୀଙ୍କୁ ପୁର୍ବତନ ସାଂସଦ ତଥା ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଖେଳ
Read More...

ଚଳିତବର୍ଷ ଆଇପିଏଲରେ ଖେଳିବେନି ସୁରେଶ ରାଇନା

ନୂଆଦିଲ୍ଲୀ,(କେପିଏନ୍‌ଏସ୍‌ ): ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍‌ର ଅଲ୍‌ ରାଉଣ୍ଡର୍‌ ସୁରେଶ ରାଇନା ଖେଳିବେ ନାହିଁ ବୋଲି ସୂଚନା ମିଳିଛି । ନିଜର କିଛି ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦୁବାଇରେ ହେବାକୁ ଥିବା ଚଳିତ ବର୍ଷର ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ ନାହିଁ । ଯେଉଁଥି ପାଇଁ
Read More...

ଧୋନିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଇନ୍‌ଫୋସିସ୍‌ ଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟକ୍ଷ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କିକ୍ରେଟ ଜଗତର ଉଜ୍ୱଳ ବ୍ୟକ୍ତିତ୍ୱ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି ଇନ୍‌ଫୋସିସ୍‌ ଟେକ୍ନୋଲୋଜିର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସହପ୍ରତିଷ୍ଠାତା ଏନ୍‌.ଆର୍‌. ନାରାୟଣ ମୂର୍ତ୍ତି । ଆନ୍ତର୍ଜାତିକ କ୍ରିକେଟ୍‌କୁ ହଠାତ୍‌ ବାଏ ବାଏ
Read More...

ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଧୋନୀ

ଚେନ୍ନାଇ, (କେପିଏନ୍‌ଏସ୍‌) : ଭାରତୀୟ କ୍ରିକେଟ୍‌ ଜଗତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଦିନ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ସଂପର୍କରେ ଘୋଷଣା କରିଥିବା ବେଳେ ସୋସିଆଲ ମିଡ଼ିଆରେ ଭିଡ଼ିଓ ସେଆର୍‌ କରି ତାଙ୍କ ଘୋଷଣା ସ୍ପଷ୍ଟ କରିଛନ୍ତି । ତେବେ ତାଙ୍କୁ ପ୍ରଚୂର
Read More...

ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର କ୍ରୀଡା ହଷ୍ଟେଲରୁ ଫୁଟବଲ ଶୃଙ୍ଖଳାକୁ ଉଛେଦ କରାଯିବା ନିଷ୍ପତ୍ତି ଯୋଗୁଁ ଖେଳପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ମେହେର ଏସୋସିଏସନ ଓ ଅନ୍ୟାନ୍ୟ କ୍ଲବ ତରଫରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତିର
Read More...

ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ଶିବିର ଘୁଂଚିଲା

ନୂଆଦିଲ୍ଲୀ, (କେପିଏନ୍ଏସ୍) : ଲକ୍ଷ୍ନୌଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦାନ ପାଇଁ ସୁରକ୍ଷିତ ମଣି ନାହାନ୍ତି ଭାରତୀୟ ମହିଳା କୁସ୍ତି ଯୋଦ୍ଧା ସମୂହ । ଏଣୁ ଘୁଂଚାଇ ଦିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ସେଣ୍ଟର ନିକଟରେ ରହିଥିବା
Read More...

ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)

ମୁମ୍ବାଇ, ୧/୮: ପ୍ରତିବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ମାସରେ ଆରମ୍ଭ ହୋଇ ମେ ମାସରେ ଶେଷ ହେଉଥିଲା । କିନ୍ତୁ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ତାର ତାଣ୍ଡବ ଲୀଳା ରଚି ସାରିଥିବା ବେଳେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି ।
Read More...