Browsing Category

କ୍ରୀଡା

ବଲାଙ୍ଗିରର ପ୍ରତିଯୋଗୀଙ୍କୁ ସର୍ବ ଭାରତୀୟ ଶକ୍ତି ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ ସ୍ପୋର୍ଷ୍ଟ ପାୱାର ଲିଫ୍‌ଟିଂ ଆସୋସିଏସନ ଦ୍ୱାରା ଆୟୋଜିତ ୪୭ ତମ ସର୍ବ ଭାରତୀୟ ପ୍ରତିଯୋଗିତାରେ ବଲାଙ୍ଗିରର ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ପଦକ ଲାଭ କରିଛନ୍ତି । ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୬୫୦ ଜଣ
Read More...

କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ତଥା ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏନେଇ
Read More...

ରାଜ୍ୟସ୍ତରୀୟ କେରମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର : ସମ୍ବଲପୁର ଡିଷ୍ଟ୍ରିକ୍ଟ କେରେମ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ଏବଂ ଓଡ଼ିଶା କେରମ୍‌ ଏସୋସିଏସନ୍‌ ସହଯୋଗରେ ଆସନ୍ତା ଏପ୍ରିଲ ମାସରେ ସମ୍ବଲପୁରରେ ହେବାକୁ ଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ କେରମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅନନ୍ତରାମ ବେରିହା କଲ୍ୟାଣ
Read More...

ଭାରତ ବିରୁଦ୍ଧରେ ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ଟିମ୍‌ ଘୋଷଣା କଲା, ଦଳରୁ ବାହାରିଲେ ୩ ଜଣ ବଡ଼ ଖେଳାଳୀ

ନୂଆଦିଲ୍ଲୀ : ଭାରତ ବିରୁଦ୍ଧରେ ହେବାକୁ ଥିବା ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ନିଜ ଟିମ୍‌ ଘୋଷଣା କରିଦେଇଛି । ଆହତ ହୋଇଥିବା କାରଣରୁ ଅବିଷ୍କା ଫର୍ଣ୍ଣାଣ୍ଡେଙ୍କ ସହ ୩ ଜଣ ଖେଳାଳୀଙ୍କୁ ଟିମ୍‌ରେ ସାମିଲ କରାଯାଇନାହିଁ । ଏମିତିରେ ବି ଟି-୨୦ ସିରିଜ୍‌ର ପ୍ରଥମରୁ ଶ୍ରୀଲଙ୍କାକୁ ଝଟ୍‌କା
Read More...

ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତ ଶର୍ମା ହେଲେ କ୍ୟାପଟେନ୍‌ : ପୂଜାରା ଓ ରହାଣେ ବାହାରିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା କରିଛି । ଦୁଇଟି ମ୍ୟାଚ୍‌ର ଟେଷ୍ଟ୍‌ ସିରିଜ୍‌ ପାଇଁ ୧୮ଜଣ ଖେଳଳୀଙ୍କୁ ବଛା ଯାଇଛି ଏବଂ ରୋହିତ ଶର୍ମାଙ୍କୁ ଦିଆଯାଇଛି କ୍ୟାପ୍‌ଟେନ୍‌ ଦାୟିତ୍ୱ ।
Read More...

୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ସୀମିତ ଓଭର ସିରିଜ୍‌ : ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬…

ଅହମ୍ମଦାବାଦ୍‌ : ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬ ସଦସ୍ୟ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡ଼ିଛି । ବରିଷ୍ଠ ଓପନର ଶିଖର ଧାୱନ, ରିଜର୍ବ ଓପନର ରୁତୁରାଜ ଗାଏକ୍ୱାଡ ଓ
Read More...

ବେଲପଡାରେ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଟାଉନ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ଦଶମ ବର୍ଷ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଲପଡା ବନାମ ବୌଦ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବୌଦ୍ଧ ଦଳ ବେଲପଡା ଟାଉନ ଦଳକୁ ୧-୦
Read More...

ମ.ରାମପୁରେ ବେଡ଼ମିଣ୍ଟନ ପ୍ରତିଯୋଗିତା : ସିଜନ୍ ଦୁଇ

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ବେଡ଼ ମିଣ୍ଟନ ଆସୋସିଏସନ୍ ତରଫରୁ ବେଡ଼ ମିଣ୍ଟନ ସିଜନ ଦୁଇ ଅବସରରେ ବେଡ଼ ମିଣ୍ଟନ ପ୍ରତିଯୋଗିତା ହାଇସ୍କୁଲ ଛକ ନିକଟରେ ଆୟୋଜିତ ହେଇଯାଇଛି । କଳାହାଣ୍ଡି ବେଡ଼ ମିଣ୍ଟନ ଆସୋସିଏସନ୍ର ସଭାପତି ପ୍ରଦୀପ ଦାଶଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି
Read More...

୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କାଲସେଇପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମିଶନ ପଡିଆ ଠାରେ ଚାଲିଥିବା ୫ତମ ଦିନିକିଆ ଖ୍ରୀଷ୍ଟମସ୍‌ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରୋଜ ଛତ୍ରିଆ ଏବଂ
Read More...

ମାଲପଡାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଲିଝର ବିଜୟୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବେଲଗାଁ ସ୍ଥିତ ମାଲପଡ଼ା ଗ୍ରାମ ସ୍ଥାନୀୟ ଖେଳ ପଡିଆ ଠାରେ ଆଜିର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ବାଞ୍ଜିପଦର୍ ଓ ମାଲିଝର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମାଲିଝର
Read More...