Browsing Category
ସାହିତ୍ୟ
କବିତା : ଅସରା
ପ୍ରଦୀପ କୁମାର ପଣ୍ଡା
ସବୁକିଛି ସରି ଯାଇନି ବସୁଧାରୁଯାହା ଚକିତ କରେ ଆମକୁ,ଯେମିତି ତୁମ ଆକାଶର ମେଘ ।
ଆକାଶର ନୀଳିମାର ବି ଏକ ପରିମାପ ଅଛି,ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଟନ ।
ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର ସବୁଜିମା,ଦଳେ!-->!-->!-->!-->!-->!-->!-->…
Read More...
Read More...
କବିତା : ମାଁର ଦୁଖ୍
ବଂଶୀଧର ମାଝୀକିଏ ବୁଝି ପାରବା ମାଁର ଦୁଃଖକାଂଦସି କାଏଁ ଯେ ପୁର୍ଥିଯେ ବୁଝି ପାରସି ଆତ୍ମାର ଲୁହୁନେତାର ପଛେ କିହେ ନାଇଁ ।
ଚାଲିଛେ ଯେତେ ପାପର ଖେଲ୍ସବୁ ଦେଖୁଛେ ଧରମ୍ ଦେବତାରକତ ଦେଇ ଜମନ୍ ହେଇଛୁ ଯାହାକେସେ କରି ଦେଇଛେ ଏକଲା ।
ବାଦଲ୍କେ ଦେଖି କହୁଛେ ମାଏଟମଉଲା ପୁର୍ଥିର!-->!-->!-->!-->!-->…
Read More...
Read More...
କବିତା : ଶବଦ୍
ସୁଜିତ୍ କୁମାର ଶତପଥି
ମୁଇଁ ଥିମି ନି ଥିମି ଉଁଝା କଥାହେଲେ ଇ ଶବଦମାନେଥିବାର କଥା
ବିନକୁହେ ତ ଉଦୁରମାତଫଏଲି ଯଉଛେ ଅଂଧାରକେତେଦିନ ଛେଁକି ପାରମା ଯେକେତେଦିନ ଭି ରହେମା !
ଆସ ଇ ଶବଦମାନକୁ ପଜେଇଥିମା ଯେଅଂଧାରର ଡେନା କାଟିନିବୁଜ୍ ପନନୁମୁକଲେଇ ଆନବେ ବେଲ୍ ।
ଶବଦ୍ ସରସରା!-->!-->!-->!-->!-->!-->!-->!-->!-->…
Read More...
Read More...
କବିତା : ଦୁଆର ଏପଟୁ
ମାଧୁରୀ ପଣ୍ଡା
ବଡ ଅଦ୍ଭୁତସମୟ ପାଖେ ଆମେ ଠିଆ,କାହା ଖବରକାହା ପାଖେ ନାହିଁ ।
ସମ୍ପର୍କମାନେ ବାଲି ପରିଖସି ଯାଆନ୍ତି ହାତ ମୁଠାରୁଵନ୍ଦ ଫରୁଆ ଭିତରେଖୁବ୍ ଚୁପଚାପ ଆମପ୍ରେମର ଜୀବନ ନାଟିକା ।
ଏ ସମୟସଂକ୍ରମିତ କରି ସାରିଲାଣିଆମ ମାନସିକତାକୁକାହା ଡାକ କାହା ପାଖେ ପହଞ୍ଚି!-->!-->!-->!-->!-->!-->!-->…
Read More...
Read More...
କବିତା : ଶବ୍ଦ
ଏଲି ମହାନ୍ତିଜିଭ, ଓଠ, ତାଳୁ ଭିତରେଅନେକ ସମୟ ଓଲଟ ପାଲଟ ପରେ ବିଠିକ ଉଚ୍ଚାରଣଟିଏ ହେଲାନିନୂଆ ଶବ୍ଦଟିର ।ଖୋଲି ହେଲାନି ପାଣ୍ଡୋରା ବାକ୍ସ ।କିଶୋରୀ ଧାନଶୁଙ୍ଗରେ ଚିରିହେଇଫେରିଆସୁଥିବା ପବନ ପରିଫେରି ଆସିଲେ ସମସ୍ତେ ।ପରସ୍ତେ କାଶତଣ୍ଡୀ ଭିତରେଦୁଇଟି ବିପରୀତ କଣ୍ଠସ୍ୱର ଅଚାନକ!-->…
Read More...
Read More...
କବିତା : ଜୀବନର ରେଲପଟରି
ଲକ୍ଷ୍ମୀକାନ୍ତ ସାହୁ( ୧)ଖୋବ୍ ମନେ ପଡ଼ସିସେ ଝିପିର ଝାପିର ବର୍ଷାଲଗାତର ରାଏତ ସରତା ଟ୍ଟଟ୍ଟ.ରାତିର ଏଗାର ବାଜଲା ଏଭେକବାଟ ଠକ୍ ଠକ୍ କଲା ଅନାମିକା,କାବା ହେସି ତାହାକେ ଦେଖିହାତେ ଖାଲି ଛୋଟଟେ ବେଗଆରୁ ବେଗ ଭିତରେ ଦୁଇ ସାର୍ ଡ୍ରେସ ,ବିନତି କରି କହୁଛେ--"ଚାଲ ଆମେ ପଲେଇ ଯିମାଇ' ସହର!-->…
Read More...
Read More...
କବିତା : ଝନେ କିଏ
ଭିକାରୀ ଚରଣ ମିଶ୍ରଉଠିଆ ଚାଷର ଆଁଟେବାଁଚିଥିସି ତବବି ଝନେ କିଏଜୀବନକେ ଜାହିର କରିପିସାରି ଦୁଇ ହାତ
ବାଁଚବାର କଥାଟା ମରବାରଥୁଁ ଭିଁଲଅବଗି ସତପଏର୍ଛା ଦିଶୁ ଥିବାର ଆକାଶଟେ ବାଗିରକିହେ ନାଇଁ ମରେଏଖି ବଦଲି ଯାଉଥିସି ଜନମ ଟେଆରୁ ତା'ର ଖଡିପାଁଜି
ଗାଁ ବଦଲି ସହର ହେସିମୁନୁଷ ହେସି!-->!-->!-->!-->!-->…
Read More...
Read More...
କବିତା : ଚୁଡ଼ି
ରାଜେଶ ପୂଜାରୀ(୧)ସେଦିନ ମଞ୍ଚରେଖୁବ୍ ବାଉଳୁଥିଲି ମୁଁତୁ କହିଲୁ,ପତ୍ରେଇଯିବି ତେବେସତରେ ପିନ୍ଧେଇବ ଯେବେ ।
(୨)ତୁ ପିନ୍ଧିଲୁମୁଁ ପିନ୍ଧେଇଲିଫରକ୍ ଖାଲି ଏତିକିତତେ ପିନ୍ଧେଇଲା ଜଣେମୋ'ଠୁ ପିନ୍ଧିଲା ଜଣେ ।
(୩)ଝଣ୍ ଝାଣ୍ ଶବ୍ଦ ହେଲାଓଦା ଓଦା ମନ ପ୍ରାଣଚୁଡ଼ି ନୁହେଁସ୍ୱପ୍ନ ଭଳି କିଛି!-->!-->!-->!-->!-->…
Read More...
Read More...
କବିତା : ଅନ୍ ଲାଇନ୍ ପାଠ୍
ଆଶୁକବି ହେମନ୍ତ ଦାଶକରୋନା ଆଏଲା ଦେଶକେ ଖାଏଲାକାମବୁତା ଗଲା ବୁଡି,ଛୁଏ ପିଲେ ଆରୁ ଇସ୍କୁଲ୍ ନିଯିବାର୍ପାଠର୍ ଗଲା ମୁହୁଁ ପୁଡି ।
କିରିଆ ମେଟାବାକେ ସର୍କାର୍ କହୁଛନ୍ପଢ ଅନ୍ ଲାଇନ୍ ପାଠ୍,ଘଡେ ଛନେ ପଢି ମୁବେଲ୍ ଖେଲୁଛନ୍ପିଲେ କରୁଛନ୍ ନାଟ୍ ।
ଘୁଷ୍ ରେ ଘୁଷା ରେହେପେଚେଁ ହେଇଯେତେ!-->!-->!-->!-->!-->…
Read More...
Read More...
କବିତା : ଗାଁ ଅଛେ ତ ମାଁ ଅଛେ
ଲକ୍ଷ୍ମୀନାରାୟଣ ହୋତାମାଛି ଅନ୍ଧରିଆ ବେଲକେକେନସି ଠାନେ ଗୁଟେ ଶୁଭୁଛେଗିନି ମୁର୍ଦୁଙ୍ଗଗୁଡ଼ିର ଗମ୍ଭୀରା ଭିତରୁଘଁଟ୍ କସ୍ତାଲ୍କାହିଁ କେତେ ଧୁରୁ ।
ମନ୍ଟା ଉସାସ ଲାଗୁଛେଗାଁ’ ଅଛେ ତ ମାଁ’ ଅଛେମାଁ’ ଅଛେ ତ ଗାଁ’ ଅଛେ ।
କେନସି ଗୁଟେ ଠାନେଜିଇଁଥାଉ ମନ୍ମନ୍ ଭିତରେ ସପନ୍ସାତ୍!-->!-->!-->!-->!-->…
Read More...
Read More...